Browsing Tag

FOOT OVERBRIDGE COLLAPSES

ମୁମ୍ବାଇରେ ଫୁଟଓଭର ବ୍ରିଜ ଭୁଷୁଡିବା ଘଟଣା, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ଓ ୩୦ରୁ ଅଧିକ ଆହତ

ମୁମ୍ବାଇ : ମୁମ୍ବାଇର ସିଏସ୍‌ଟି ରେଳଷ୍ଟେସନକୁ ସଂଯୋଗକାରୀ ଫୁଟଓଭର ବ୍ରିଜ ଭୁଷୁଡିବା ଘଟଣାରପେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ୩୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ସେଣ୍ଟ ଜର୍ଜ ଓ ଜିଟି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା…