Browsing Tag

football

ଭାରତୀୟ ଫୁଟ୍‌ବଲ ମହାସଂଘକୁ ସସ୍‌ପେଣ୍ଡ୍‌ କଲା FIFA, ଆଉ ଭାରତ କରିପାରିବନି ମହିଳା ବିଶ୍ୱକପ୍‌ ହୋଷ୍ଟିଂ

ଇଣ୍ଟରନ୍ୟାସନାଲ ଫେଡେରେସନ୍‌ ଅଫ୍‌ ଆସୋସିଏସନ୍‌ ଫୁଟବଲ (ଫିଫା) ପକ୍ଷରୁ ଭାରତୀୟ ଫୁଟ୍‌ବଲ ମହାସଂଘକୁ ସସ୍‌ପେଣ୍ଡ୍‌ କରି ଦିଆଯାଇଛି। ଏହି ନିଲମ୍ବନର କାରଣ ସମ୍ପର୍କରେ ଫିଫା କହିଛି ଯେ ଅଲ୍‌ ଇଣ୍ଡିଆ ଫୁଟବଲ୍‌ ଫେଡେରେସନ୍‌ (AIFF)ରେ ତୃତୀୟ ପକ୍ଷ ତରଫରୁ ସବୁବେଳେ ଅନାଧିକୃତ ପ୍ରବେଶ ଯୋଗୁ…

ଭାରତ ଖୁବ୍‌ ଶୀଘ୍ର ଅଲିମ୍ପିକ୍ସରେ ଖେଳିବ ଭଲିବଲ୍‌, ଆଶା ପ୍ରକଟ କରିଛନ୍ତି ଏଫ୍‌ଆଇଭିବି ମହାନିର୍ଦ୍ଦେଶକ

କେନ୍ୟୁଜ୍(ବ୍ୟୁରୋ): ଭଲିବଲ୍‌ ଅନେକଙ୍କୁ ଯୋଡ଼ିପାରୁଥିବା ଏକ ଚମତ୍କାର ଖେଳ । ଭାରତୀୟ ଭଲିବଲ୍‌ ସଫଳତା ଦୃଷ୍ଟିରୁ ପରିଚିତ ନଥିଲେ ମଧ୍ୟ ଖୁବ୍‌ ଶୀଘ୍ର ଅଲିମ୍ପିକ୍ସ ଓ ବିଶ୍ଵ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିବ । ଏମିତି ଆଶା ପ୍ରକଟ କରିଛନ୍ତି ଏଫ୍‌ଆଇଭିବି (ଫେଡେରେସନ୍‌ ଅଫ୍‌…

ଘରେ ଫୁଟବଲ୍ ଖେଳୁଥିବା ପିଲାଟି ଏମିତି ମାରିଲା କିକ୍, ପାଖରେ ବସିଥିବା ବାପାଙ୍କ କାନ ମୁଣ୍ଡା ପୁରା…

ଆଜିକାଲି ସୋସିଆଲ ମିଡିଆରେ ଏକ ଏମିତି ମଜାଦାର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଜିକାଲିର ପିଲା କେତେ ଦୁଷ୍ଟ ତାହା ପ୍ରମାଣ ପାଇଯିବେ। ଏହି ଭିଡିଓଟି ଏକ ପୁଅ ଏବଂ ବାପାଙ୍କ ସହ ଜଡିତ। ଭିଡିଓରେ କୁନି ପିଲାମାନେ ଯାହା ବି କରନ୍ତି ତାହା ଦେଖିବାକୁ ବହୁତ ମଜାଦାର ଲାଗିଥାଏ । ଯଦିଓ…

ଇତିହାସ ସୃଷ୍ଟି କଲା ଓଡ଼ିଶା ପୁରୁଷ ଭଲିବଲ୍‌ ଦଳ, ୩୪ତମ ଫେଡେରେସନ୍‌ କପ୍‌ର ସେମିଫାଇନାଲ୍‌ରେ ଓଡ଼ିଶା

ଭୁବନେଶ୍ବର(କେନ୍ୟୁଜ୍): ଇତିହାସ ସୃଷ୍ଟି କଲା ଓଡ଼ିଶା ପୁରୁଷ ଭଲିବଲ୍‌ ଦଳ । ୩୪ତମ ଫେଡେରେସନ୍‌ କପ୍‌ର ସେମିଫାଇନାଲ୍‌ରେ ପହଞ୍ଚିଲା ଓଡ଼ିଶା । ସିନିୟର ବିଭାଗରେ ଭଲିବଲ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆର କୌଣସି ସିନିୟର ଚାମ୍ପିଅନ୍‌ସିପ୍‌ରେ ପ୍ରଥମ ଥର ଲାଗି ଓଡ଼ିଶା ସେମିଫାଇନାଲ୍‌ରେ ପହଞ୍ଚିଛି…

ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କ ସହ ଫୁଟବଲ୍‌ ଖେଳୁଛନ୍ତି ଏମ୍‌ଏସ୍‌ ଧୋନି, ଦେଖନ୍ତୁ ଫଟୋ

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ଏମ୍‌ଏସ୍‌ ଧୋନି ଆଇପିଏଲ୍‌ର ଦ୍ୱିତୀୟ ରାଉଣ୍ଡ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ମାହି ନିଜ ଫିଟ୍‌ନେସ୍‌ ପାଇଁ ଜିମ୍‌ରେ ଝାଳ ବୁହାଉଛନ୍ତି ଓ ନେଟ୍‌ରେ ବି ଅଭ୍ୟାସ କରୁଛନ୍ତି। ତଥାପି ଅଧିକ ଫିଟ୍‌ ରହିବା ପାଇଁ ସେ ଫୁଟ୍‌ବଲ ବି…

କରୋନା ଯୋଗୁଁ ଘୁଞ୍ଚିଲା ଫିଫା ମହିଳା ବିଶ୍ବକପ୍, ୨୦୨୨ରେ ହେବ ଖେଳ

ଭାରତର ବିଭିନ୍ନ ସହରରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ୍କୁ କୋଭିଡ୍-୧୯ ମହାମାରୀ କାରଣରୁ ୨୦୨୨ ମସିହାକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଏହା ଖେଳାଯିବାକୁ ଥିଲେ ମଧ୍ୟ କୋଭିଡ୍ କାରଣରୁ ପ୍ରଥମେ ୨୦୨୧ ମସିହା ପ୍ରଥମ ଭାଗକୁ ସ୍ଥଗିତ…

ଫୁଟବଲ ଟିମର ସଦସ୍ୟଙ୍କଠୁ ବି ଅଧିକ ରୋନାଲଡୋଙ୍କ ଗାର୍ଲଫ୍ରେଣ୍ଡ ସଂଖ୍ୟା, ବିପାଶା ବସୁଙ୍କ ସହ ବି ଥିଲା ଆଫେୟାର୍ସ

ଫୁଟବଲ ଜଗତର ଷ୍ଟାର ଖେଳାଳି ଭାବେ ପରିଚିତ ପର୍ତ୍ତୃଗାଲର କ୍ରିଷ୍ଟିୟାନୋ ରୋନାଲଡୋଙ୍କୁ କିଏ ବା ନ ଜାଣେ। ଖେଳ ଅପେକ୍ଷା ରୋନାଲଡୋ ନିଜ ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚିତ। ଫୁଟବଲ ଟିମରେ ୧୧ ଜଣ ଖେଳୁଥିବା ବେଳେ କ୍ରିଷ୍ଟିୟାନୋଙ୍କ ଗାର୍ଲଫ୍ରେଣ୍ଡ ସଂଖ୍ୟା ତା'ଠୁ ମଧ୍ୟ ଅଧିକ। ତାଙ୍କର…

Khelo India youth games 2020: ଅଣ୍ଡର-୧୭ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକ ଜିତିଲା ଓଡିଶା

କେନ୍ଯୁଜ୍ : ଖେଲୋ ଭାରତ ୟୁବା ଖେଲ ୨୦୨୦ ଅଣ୍ଡର-୧୭ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛି ଓଡିଶା ଦଳ । ଏହି ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକ ମ୍ଯାଚ୍ ରେ ଓଡିଶା ଏବଂ ପଞ୍ଜାବ ମୁହାଁମୁହିଁ ହୋଇଥିଲେ । ଏମିତି ଲାଗିଥିଲା କି ପଞ୍ଜାବ ବ୍ରୋଞ୍ଜ ପଦକ ଜିତିଯିବ କାରଣ ମ୍ଯାଚର ୪୮…

ଦିଲ୍ଲୀ ପ୍ରଦୂଷଣ ନେଇ ଚିନ୍ତା ଜାହିର କଲେ ଭାରତୀୟ ଫୁଟବଲ ଦଳ ଅଧିନାୟକ ସୁନୀଲ ଛେତ୍ରୀ

ପ୍ରତିବର୍ଷ ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ମାତ୍ରା ବଢିଯାଏ । ପୁରା ଏନସିଆର ଅଞ୍ଚଳ ଗ୍ୟାସ ଚାମ୍ବରରେ ପୂରିଯାଏ । ଦିଲ୍ଲୀର ଜନ ସାଧାରଣ ବିଷାକ୍ତ ବାୟୁ ପ୍ରଭାବରେ ଅସ୍ତ ବ୍ୟସ୍ତ ହୋଇପଡନ୍ତି । ଏଥିରୁ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ବା ବାଦ ପଡନ୍ତେ କେମିତି । ଏଥି…

ବାପାଙ୍କ ମୃତ୍ୟୁର ୧୫ ବର୍ଷ ପରେ ତାଙ୍କ ଭିଡିଓ ଦେଖି କାନ୍ଦି ପକାଇଲେ ପର୍ତ୍ତୁଗାଲ ଖେଳାଳି କ୍ରିଷ୍ଟାୟାନୋ ରୋନାଲ୍ଡ,…

ଫୁଟବଲ ମୈଦାନ  ପର୍ତ୍ତୁଗାଲ ଖେଳାଳି କ୍ରିଷ୍ଟାୟାନୋ ରୋନାଲ୍ଡଙ୍କ ଖେଳର ଦର୍ଶକଙ୍କୁ ବେଶ୍ ରୋମାଞ୍ଚିତ କରିଥାଏ। ରୋନାଲ୍ଡଙ୍କ ଜୀବନେ ଅନେକ ଝଡ ଝଞ୍ଜା ପରେ ମଧ୍ୟ ତାଙ୍କ ମୁହଁରେ ସର୍ବଦା ହସ ଦେଖିବାକୁ ମିଳିଥାଏ।  ଏମିତି ହୃଦୟ ଖୋଲା ଖେଳାଳିଙ୍କର ଏବେ ଏକ ଟିଭି ସୋରେ ହୃଦୟ ଭାଙ୍ଗି ଯାଇଥିବାର…

ଓଡ଼ିଶା ସିନିୟର ମହିଳା ଫୁଟବଲ ଟିମ୍‌ରେ କିସ୍‌ ଛାତ୍ରୀ ସଞ୍ଜୁକ୍ତା ତିର୍କି, ୨୫ତମ ମହିଳା ଫୁଟବଲ ଚାମ୍ପିୟନସିପ୍‌ରେ…

ଓଡ଼ିଶା ସିନିୟର ମହିଳା ଫୁଟବଲ ଟିମ୍‌ରେ କିସ୍‌ ଛାତ୍ରୀ ସଞ୍ଜୁକ୍ତା ତିର୍କି । ଭାରତୀୟ ଟିମରେ ଗୋଲକିପର ଭାବେ ଖେଳିବାକୁ ସଞ୍ଜୁକ୍ତା ମନୋନୀତ ହୋଇଛନ୍ତି । ଅରୁଣାଚଳ ପ୍ରଦେଶରେ ହେବାକୁ ଥିବା ୨୫ତମ ମହିଳା ଫୁଟବଲ ଚାମ୍ପିୟନସିପ୍‌ରେ ସେ ଭାଗ ନେବେ । ୧୦ରୁ ୨୪ ସେପ୍ଟେମ୍ବର ଯାଏ ଟୁର୍ଣ୍ଣାମେଣ୍ଟ…

ଓଡ଼ିଶା ଫୁଟ୍‌ବଲ କ୍ଲବ ଟିମ୍‌ରେ ଖେଳିବେ ଦୁଇ ଓଡ଼ିଆ ଖେଳାଳି, ସୂଚନା ଦେଲେ କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା

ଇଣ୍ଡିଆନ ସୁପର ଲିଗ୍‌ରେ ସାମିଲ ହୋଇଥିବା ଓଡ଼ିଶା ଫୁଟ୍‌ବଲ କ୍ଲବ ଟିମ୍‌ରେ ଖେଳିବେ ଦୁଇ ଓଡ଼ିଆ ଖେଳାଳି । ଶୁଭମ୍‌ ଷଡଙ୍ଗୀ ଓ ଅଙ୍କିତ ଭୂୟାଁ ଓଡ଼ିଶା ଦଳରେ ସାମିଲ ହେବେ । ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ଏମାନଙ୍କ ବ୍ୟତୀୟ ଅନ୍ୟ କିଛି…