Browsing Tag

football gold cup

ଆଜିଠାରୁ ଅନ୍ତର୍ଜାତୀୟ ଗୋଲ୍‌ଡ କପ– ୨୦୧୯ ମହିଳା ଫୁଟବଲ

ଭୁବନେଶ୍ୱର (କେନ୍ୟୁଜ୍) : ଆଜିଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଅନ୍ତର୍ଜାତୀୟ ଗୋଲ୍ଡ କପ–୨୦୧୯ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ । ଆସନ୍ତା ୧୫ ତାରିଖ ଯାଏ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ଏଥିରେ ଭାରତ ସହ ଇରାନ, ମିଆଁମାର ଓ ନେପାଳ ଅଂଶଗ୍ରହଣ କରୁଛନ୍ତି । ଓଡିଶାରେ ନୁହେଁ…