Browsing Tag

football match

ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ୍‌ ଦଙ୍ଗା ଘଟଣାରେ ମୃତକଙ୍କ ସଂଖ୍ୟା ୧୭୪କୁ ବୃଦ୍ଧି

ଇଣ୍ଡୋନେସିଆ ଫୁଟବଲ ମ୍ୟାଚ୍ ଦଙ୍ଗା ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ସକାଳେ ପ୍ରକାଶିତ ଖବର ଅନୁଯାୟୀ, ମ୍ୟାଚ୍‌ ସମୟରେ ଦଙ୍ଗା ଯୋଗୁଁ ୧୨୭ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିବା ବେଳେ ଏ ସଂଖ୍ୟା ୧୭୪କୁ ବୃଦ୍ଧି ପାଇଛି। ଏଥିରେ ୧୮୦ ଜଣ ଆହତ ମଧ୍ୟ ହୋଇଛନ୍ତି। ଏହି…

ଇଣ୍ଡୋନେସିଆର ଫୁଟବଲ ମ୍ୟାଚ ବେଳେ ଦଙ୍ଗା : ୧୨୭ ଲୋକଙ୍କ ମୃତ୍ୟୁ, ୨୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ ବେଳେ ଦେଖିବାକୁ ମିଳିଛି ଏକ ଭୟଙ୍କର କାଣ୍ଡ । ମ୍ୟାଚ ବେଳେ ଚାଲିଯାଇଛି ୧୨୭ ଜଣଙ୍କର ଜୀବନ। ୨୦୦ରୁ ଅଧିକ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡରେ ଘଟଣାସ୍ଥଳରେ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୩ ଜଣ ହସ୍ପିଟାଲରେ ଚିକିତ୍ସା ସମୟରେ ପ୍ରାଣ…

ଭାରତୀୟ ଫୁଟବଲ ସଂଘ ଉପରୁ ବ୍ୟାନ ହଟାଇଲା ଫିଫା, ଭାରତରେ ଆୟୋଜନ ହେବ ୧୭ ବର୍ଷରୁ କମ ମହିଳା ବିଶ୍ଵକପ୍

ଭାରତୀୟ ଫୁଟବଲ୍‌ ପ୍ରେମୀଙ୍କ ପାଇଁ ଖୁସିର ଖବର। ୧୧ ଦିନ ପୂର୍ବରୁ ଉପୁଜିଥିବା ଦ୍ୱନ୍ଦ୍ୱ ଉପରୁ ପରଦା ହଟିଛି । ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ଉପରେ ଲାଗିଥିବା କଟକଣାକୁ ଫିଫା ହଟାଇ ଦେଇଛି । ଏହା ଫଳରେ ଭାରତରେ ହେବାକୁ ଥିବା ଫିଫା ଜୁନିୟର ମହିଳା ବିଶ୍ୱକପ ଫୁଟବଲ ପାଇଁ ଥିବା…

କଳିିଙ୍ଗ ଷ୍ଟାଡିୟମରେ ଭାରତ-ବାଂଲାଦେଶ ଫୁଟବଲ ମ୍ୟାଚ ଦେଖିଲେ ମନ୍ତ୍ରୀ-ବିଧାୟକ, ନିମନ୍ତ୍ରଣ କରିଥିଲା କ୍ରୀଡା ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଫୁଟବଲ ମ୍ୟାଚର ମଜା ଉଠାଇଲେ ବିଧାୟକ। କଳିଙ୍ଗ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଦେଖିଲେ ବିଧାୟକ। ମ୍ୟାଚ ଦେଖିବାକୁ ନିମନ୍ତ୍ରଣ କରିଥିଲା ରାଜ୍ୟ କ୍ରୀଡା ବିଭାଗ। ସବୁଦଳର ବିଧାୟକ ଦେଖିଛନ୍ତି ଫୁଟବଲ ମ୍ୟାଚ। ମ୍ୟାଚ ଦେଖିବା ସହ କଳିଙ୍ଗ…

କାହାର କ୍ୟାରିୟର ର ଶେଷ ବର୍ଷ : କ୍ରିଷ୍ଟିଆନୋ ରୋନାଲ୍ଡୋ ନା ଲିଓନେଲ ମେସି ?

ଆପଣ ଜାଣିଥିବେ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ ମେସି, ଫୁଟବଲ ଦୁନିଆରେ ଏହି ଦୁଇଟି ନାମ ଖୁବ ଚର୍ଚ୍ଚିତ । ଏମିତିକି ଫୁଟବଲ ଦୁନିଆରେ ଏମାନଙ୍କର କୌଣସି ପରିଚୟ ଦରକାର ନାହିଁ । ଏହି ଦୁଇଜଣ ଫୁଟବଲ ଷ୍ଟାର କେହି କାହାଠାରୁ କମ୍‌ ନୁହେଁ । ନିଜ ନିଜ ଭିତରେ ଏମାନେ ଫୁଟବଲ ଦୁନିଆର ଲେଜେଣ୍ଡ ।…

ଫୁଟବଲ ମ୍ୟାଚ ଚାଲୁଥିବା ବେଳେ ହଠାତ୍‌ ପଡିଆକୁ ଚାଲିଆସିଲେ ଦୁଇଟି କଙ୍ଗାରୁ, ଆଉ ତା’ ପରେ …

କ୍ରିକେଟ କିମ୍ବା ଫୁଟବଲ ମ୍ୟାଚରେ ବିଲେଇ କିମ୍ବା କୁକୁର ବୁଲୁଥିବାର ଆପଣ ହୁଏତ କେବେ ଦେଖିଥିବେ। କିନ୍ତୁ କେବେ ଫୁଟବଲ ମ୍ୟାଚରେ କଙ୍ଗାରୁ ପସିଆସିଥିବା ଦେଖିଛନ୍ତି କି ? ହୁଏତ ନା। କିନ୍ତୁ ଏପରି ଏକ ଘଟଣା ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି।…

ଫୁଟବଲ୍‌ ମ୍ୟାଚ୍‌ରେ ଦର୍ଶକଙ୍କ ସିଟ୍‌ରେ ବସିଥିଲେ କଣ୍ଢେଇ, କିନ୍ତୁ ପରେ ଜଣାପଡ଼ିଲା ତାହା ଥିଲା ସେକ୍ସ ଡଲ୍‌

କରୋନା ଯୋଗୁ ଏବେ ଲୋକଙ୍କ ଏକାଠି ହେବା ଉପରେ ପ୍ରତିବନ୍ଧକ ଲାଗିଛି। ଏଣୁ ସିନେମା ହଲ, ଜିମ୍‌ ପ୍ରଭୃତି ବନ୍ଦ ରହିଛି। ଅନ୍ୟପଟେ ଷ୍ଟାଡିୟମ୍‌ ଓ ଖେଳ ଆୟୋଜନ ଆଦି ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି। ତେବେ ନିକଟରେ ଦକ୍ଷିଣ କୋରିଆର ଏକ ଷ୍ଟାଡିୟମ୍‌ରେ ଏକ ଫୁଟବଲ୍‌ ମ୍ୟାଚ୍‌ ଆୟୋଜିତ…

ହୋଲି ଅବସରରେ ନିଆରା ଫୁଟବଲ୍‌ ମ୍ୟାଚ, ‘ଟ୍ରମ୍ପ୍‌-ମୋଦି’ଙ୍କ ଗୋଲ୍‌କୁ ରୋକିପାରିଲେନି ‘ରାହୁଲ-ପ୍ରିୟଙ୍କା’

ହୋଲି ଅବସରରେ ରାଜସ୍ଥାନ ବିକାନେରରେ ଏକ ନିଆରା ଫୁଟବଲ ମ୍ୟାଚ୍‌ ଦେଖିବାକୁ ମିଳିଛି। ଗୋଟିଏ ଟିମ୍‌ରେ ଦେବତା ଓ ଫିଲ୍ମ ସେଲିବ୍ରିଟି ରହିଥିବା ବେଳେ ଅନ୍ୟପଟେ ଥିଲେ ରାକ୍ଷସ ଓ ରାଜନେତା। ଏଥିରେ କିଏ ପିଏମ୍‌ ମୋଦି ହୋଇଥିଲେ ତ କିଏ ଟ୍ରମ୍ପ୍‌ ଓ ଆଉ କିଏ ରାହୁଲ ଗାନ୍ଧୀ। ‘ବୁରା ନା ମାନୋ ହୋଲି…