Browsing Tag

football news

ଭାରତୀୟ ଫୁଟବଲ କ୍ୟାପଟେନ ସୁନିଲ ଛେତ୍ରୀଙ୍କୁ କରୋନା, ଟ୍ଵିଟ୍‌ କରି ନିଜେ ଦେଲେ ସୂଚନା

ଭାରତୀୟ ଫୁଟବଲ ଟିମ୍‌ କ୍ୟାପଟେନ ସୁନିଲ ଛେତ୍ରୀ କରୋନା ପଜିଟିଭ୍‌ ମିଳିଛନ୍ତି। ଏ ନେଇ ଗୁରୁବାର ଛେତ୍ରୀ ନିଜେ ହିଁ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଛେତ୍ରୀ ଗୋଆରେ ଚାଲିଥିବା ଇଣ୍ଡିଆନ ସୁପର ଲିଗ୍‌(ISL)ରେ ଭାଗ ନେଇଥିଲେ। ଛେତ୍ରୀଙ୍କ ଅଧିନାୟକତ୍ୱରେ ବାଙ୍ଗାଲୋର ଏଫ୍‌ସି ଲିଗ୍‌…

କରୋନାରେ ଚାଲିଗଲା ଇଂଲଣ୍ଡର ଭେଟେରାନ ଫୁଟବଲରଙ୍କ ଜୀବନ, 10 ଏପ୍ରିଲରୁ ହସ୍ପିଟାଲରେ ଥିଲେ ଚିକିତ୍ସାଧୀନ

ଇଂଲଣ୍ଡର ପୂର୍ବତନ ଡିଫେଣ୍ଡର ନୋର୍ମନ ହଣ୍ଟରଙ୍କ କରୋନା ଭାଇରସ ଯୋଗୁ ମୃତ୍ୟୁ ଘଟିଛି। ତାଙ୍କୁ 76 ବର୍ଷ ବୟସ ହୋଇଥିଲା। ସେ 1966ରେ ବିଶ୍ୱକପ ଜିତିଥିବା ଟିମର ସଦସ୍ୟ ଥିଲେ। ଗଣମାଧ୍ୟମର ରିପୋର୍ଟ ମୁତାବକ, 10 ଏପ୍ରିଲରେ ହଣ୍ଟରଙ୍କଠାରେ କରୋନା ଭାଇରସ ପଜିଟିଭ ମିଳିଥିଲା। ଏହାପରେ ତାଙ୍କୁ…