Browsing Tag

football player Paulo Rosie dies

ମାରାଡୋନାଙ୍କ ପରେ ଆରପାରିଙ୍କୁ ଚାଲିଗଲେ ପାଓଲୋ ରୋସି,୧୯୮୨ ବିଶ୍ୱ କପ୍‌ ବିଜେତା ଇଟାଲୀ ପାଇଁ ପାଲଟିଥିଲେ ହିରୋ

ଇଟାଲୀର ପ୍ରସିଦ୍ଧ ଫୁଟବଲ୍ ଖେଳାଳି ତଥା ୧୯୮୨ ବିଶ୍ୱକପ୍ ଷ୍ଟାର୍ ପାଓଲୋ ରୋସିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ୧୯୮୨ ବିଶ୍ୱକପରେ ଇଟାଲୀକୁ ଚାମ୍ପିଅନ୍ କରାଇବାରେ ରୋସିଙ୍କ ପ୍ରମୁଖ ଭୂମିକା ରହିଥିଲା । ଏବେ ସେ ଇଟାଲୀର ଏକ ଟିଭି ଚ୍ଯାନେଲରେ ଆରଏଆଇ…