Browsing Tag

football team

ଇତିହାସ ସୃଷ୍ଟି କଲା ଓଡ଼ିଶା ପୁରୁଷ ଭଲିବଲ୍‌ ଦଳ, ୩୪ତମ ଫେଡେରେସନ୍‌ କପ୍‌ର ସେମିଫାଇନାଲ୍‌ରେ ଓଡ଼ିଶା

ଭୁବନେଶ୍ବର(କେନ୍ୟୁଜ୍): ଇତିହାସ ସୃଷ୍ଟି କଲା ଓଡ଼ିଶା ପୁରୁଷ ଭଲିବଲ୍‌ ଦଳ । ୩୪ତମ ଫେଡେରେସନ୍‌ କପ୍‌ର ସେମିଫାଇନାଲ୍‌ରେ ପହଞ୍ଚିଲା ଓଡ଼ିଶା । ସିନିୟର ବିଭାଗରେ ଭଲିବଲ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆର କୌଣସି ସିନିୟର ଚାମ୍ପିଅନ୍‌ସିପ୍‌ରେ ପ୍ରଥମ ଥର ଲାଗି ଓଡ଼ିଶା ସେମିଫାଇନାଲ୍‌ରେ ପହଞ୍ଚିଛି…

୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଫୁଟବଲ ଚୟନ ଶିବିରରେ ଏକ ମାତ୍ର ଓଡ଼ିଆ ଖେଳାଳି ମଞ୍ଜୁ ଗଞ୍ଜୁ

କେନ୍ୟୁଜ୍: ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଫୁଟବଲ ଚୟନ ଶିବିରରେ ଏକ ମାତ୍ର ଓଡ଼ିଆ ଖେଳାଳି ମଞ୍ଜୁ ଗଞ୍ଜୁ। ସୁନ୍ଦରଗଡ଼ ଜିଲ୍ଲା ବେମଡ଼ା ଗାଁ ମଞ୍ଜୁ ପୂର୍ବରୁ ୨୦୧୭ ମସିହାରେ ୧୪ ବର୍ଷରୁ କମ୍‌ ଭାରତୀୟ ଦଳରେ ସାମିଲ ଥିଲେ। ଏବେ ପୁଣି ୧୭ ବର୍ଷ ଦଳରେ ଚୟନ ଶିବିର ପାଇଁ ମନୋନୀତ ହୋଇଛନ୍ତି।…