Browsing Tag

footsteps carrying pregnant

ଗାଁ ରେ ପହଞ୍ଚି ପାରୁନଥିଲା ଆମ୍ବୁଲାନ୍ସ, ଗର୍ଭବତୀଙ୍କୁ ଏମିତି ବୋହି ନେଇକି ଗଲେ ସ୍ୱାସ୍ଥ୍ୟକର୍ମୀ, ଦେଖନ୍ତୁ ଭିଡିଓ

ଆଜିବି ଅନେକ ଗ୍ରାମ ରହିଛି ଯାହା ଏବେ ମଧ୍ୟ ମୌଳିକ ସୁବିଧାରୁ ବଂଚିତ । ଗାଁରେ ପହଞ୍ଚିବା ପାଇଁ ରାସ୍ତା ନାହିଁ । ଛତିଶଗଡର କୋଣ୍ଡାଗାଓନରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ଗର୍ଭବତୀ ମହିଳାଙ୍କୁ ଭାରରେ ବୁହାଇ 3 କିଲୋମିଟର ପର୍ଯ୍ୟନ୍ତ ଡାକ୍ତରଖାନାକୁ ନିଆଯାଇଛି ।…