Browsing Tag

for bride saree quality

ବରକୁ ପସନ୍ଦ ଆସିଲାନି କନ୍ୟାର ଶାଢି କ୍ୱାଲିଟି : ବର ଫେରାର, ଭାଙ୍ଗିଲା ବାହାଘର

କନ୍ୟା ଶାଢିର କ୍ୱାଲିଟି ବରକୁ ପସନ୍ଦ ଆସିଲାନି। ବାହାଘର ଭାଙ୍ଗି ଚାଲିଗଲେ ବର। ଏପରି ଏକ ଘଟଣା ବାଙ୍ଗାଲୁରୁରେ ଦେଖିବାକୁ ମିଳିଛି। କର୍ନାଟକର ହାସନ ଜିଲ୍ଲାର ବିଏନ ରଘୁକୁମାର ବିବାହର ଏକ ଦିନ ପୂର୍ବରୁ ଫେରାର ହୋଇଯାଇଛନ୍ତି। ଏହାକୁ ନେଇ ବଧୂ ପକ୍ଷ ପୋଲିସରେ ଅଭିଯୋଗ ଦାଏର କରିଛନ୍ତି।…