Browsing Tag

for emergency service

ଅମାନିଆଙ୍କୁ ସାବାଡ କରିବା ପାଇଁ ସରକାର ଆଣିଲେ ଇ-ପାସ୍‍ ବ୍ୟବସ୍ଥା, ଏମିତି କରିନିଅନ୍ତୁ ଅନ୍‍ଲାଇନ ଆବେଦନ

କରୋନା ଭାଇରସ ସଂକ୍ରମଣ ଯୋଗୁଁ ସମଗ୍ର ଭାରତବର୍ଷ ଲକ୍‍ଡାଉନରେ ରହିଛି । ଏହି ସମୟରେ ଲୋକେ ଅତ୍ୟାବଶ୍ୟକ ଜିନିଷ ବାହାନାରେ ମଧ୍ୟ ବାହାରକୁ ବାହାରୁଥିବା ଦେଖିବାକୁ ମିଳୁଛନ୍ତି । ଏପରି ଲୋକଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ସରକାର ଏକ ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ଆବଶ୍ୟକ ବସ୍ତୁ କିମ୍ବା…