Browsing Tag

for glowing skin

ତ୍ୱଚାରେ ଆକର୍ଷଣୀୟ ଚମକ ଆଣିବା ପାଇଁ ପ୍ରତିଦିନ ଲଗାନ୍ତୁ ହଳଦୀ ଆଇସକ୍ୟୁବ, ମିଳିବ ଭଲ ଫାଇଦା

ସୁନ୍ଦରତା ପାଇଁ ସବୁଠୁ ଅଧିକ ବ୍ୟବହାର କରାଯାଏ ହଳଦୀ। ପ୍ରାଚୀନ ଆୟୁର୍ବେଦରେ ଏହାର ବହୁଳ ବ୍ୟବହାର କରାଯାଉଥିଲା। ଖାଦ୍ୟ ତିଆରିରେ ବ୍ୟବହାର କରାଯାଉଥିଲା । କଞ୍ଚା ହଳଦୀର ବାହାର ଆବରଣ ଅଦା ଭଳି ହୋଇଥାଏ ଓ ଭିତର ହାଲ୍‌କା କିମ୍ବା ଗାଢ଼ ହଳଦିଆ ହୋଇଥାଏ।ଚେହେରାକୁ ଥଣ୍ଡା କରିବାକୁ ଚାହୁଁଥିଲେ…

ଏହି ୱେଡିଂ ସିଜିନରେ ବାହା ହେଉଛନ୍ତି କି ? ଆପଣାନ୍ତୁ ଏହି ଉପାୟ ତ୍ବଚାରେ ଆସିବ ଗ୍ଲୋ

ବିବାହ ସିଜିନ ଆସିଯାଇଛି। ଯଦି ଆପଣ ଏହି ସିଜିନରେ ବାହା ହେବାକୁ ଯାଉଛନ୍ତି, ତେବେ ନିଜ ତ୍ବଚାର ଧ୍ୟାନ ରଖିବା ମଧ୍ୟ ନତାନ୍ତ ଆବଶ୍ଯକ। ଯଦି ଆପଣ ଚେହେରାରେ ଗ୍ଲୋ ପାଇବାକୁ ଚାହୁଁଚନ୍ତି, ତେବେ ଆଜିଠାରୁ ଏହାର ଟ୍ରିଟମେଣ୍ଟ ଆରମ୍ଭ କରିଦିଅନ୍ତୁ। ଆଜିକାଲି ବିୟୁଟିପାର୍ଲରରେ ବିବାହ ପୂର୍ବରୁ…

ସାଧାରଣ ହଳଦୀ ନୁହେଁ ତ୍ୱଚାର ଚମକ ପାଇଁ ଏବେ ବ୍ୟବହାର କରନ୍ତୁ କସ୍ତୁରୀ ହଳଦୀ, ଚୁଟକିରେ ଦୂର ହେବ କଳାଦାଗ

ସୁନ୍ଦରତା ପାଇଁ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ହଳଦୀ ହେଉଛି କସ୍ତୁରୀ ହଳଦୀ। ପ୍ରାଚୀନ ଆୟୁର୍ବେଦରେ ଏହାର ବହୁଳ ବ୍ୟବହାର କରାଯାଉଥିଲା। ଖାଦ୍ୟ ତିଆରିରେ ବ୍ୟବହାର କରାଯାଉଥିବା ହଳଦୀ ଓ କସ୍ତୁରୀ ହଳଦୀ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। କସ୍ତୁରୀ ହଳଦୀ କଞ୍ଚା ହଳଦୀ ଭଳି ଦିଶେ କିନ୍ତୁ…

କେବଳ ତ୍ୱଚା ନୁହେଁ ଦାନ୍ତ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ କଦଳୀଚୋପା, ଜାଣନ୍ତୁ କେମିତି କରିବେ ବ୍ୟବହାର

ଏକ ପୌଷ୍ଟିକ ଆହାର ଭାବେ କଦଳୀକୁ ପିଲାଠୁ ବୁଢ଼ା ଯାଏଁ ସମସ୍ତେ ଭୋଜନ କରିଥାନ୍ତି। କେବଳ କଦଳୀ ନୁହେଁ କଦଳୀ ଚୋପା ଓ କଦଳୀ ମଞ୍ଜାକୁ ମଧ୍ୟ ଲୋକେ ରାନ୍ଧି ଖାଇଥାନ୍ତି। କେବଳ ପେଟ ପାଇଁ ନୁହେଁ ତ୍ୱଚା ତଥା ଦାନ୍ତ ପାଇଁ ମଧ୍ୟ କଦଳୀ ବେଶ୍‌ ଉପକାରୀ ହୋଇଥାଏ। ଦାଗ, କଳାପଣ ଦୂର କରିବା ସହ ଚମକଦାର…

ତ୍ୱଚାରେ ଚମକ ଆଣିବ କୋକୋ ମାସ୍କ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଆଜିକାଲି ବଢୁଥିବା ପ୍ରଦୂଷଣ ଯୋଗୁଁ ତ୍ୱଚା ଖରାପ ହେବାରେ ଲାଗିଛି। ଏହାସହ ଚେହେରାର ଉଜ୍ୱଳତା ମଧ୍ୟ ହ୍ରାସ ପାଉଛି। ଏମିତିରେ ଶୀତଦିନେ ତ୍ୱଚା ଶୁଷ୍କ ହୋଇଯାଉଥିବା ବେଳେ ଏହା ବହୁତ କଷ୍ଟ ଦେଉଛି। ଏହାକୁ ଦୂର କରିବା ପାଇଁ ଆପଣ ମୁହଁରେ କୋକୋ ମାସ୍କ ଲଗାନ୍ତୁ, କିଛି ଦିନରେ ଫାଇଦା…