Browsing Tag

for hair

ବାଳ ଧୋଇବାର ଏହି ୫ଟି ଭୁଲ ଆପଣଙ୍କୁ କରିଦେଇପାରେ ଚନ୍ଦା, ଭୁଲ୍ ରେ ବି କରନ୍ତୁ ନାହିଁ ଏହି କାମ

ବାଳକୁ ସ୍ଵସ୍ଥ ଏବଂ ସୁନ୍ଦର କରିବା ପାଇଁ ଠିକ ସାମ୍ପୁ, ତେଲ ଏବଂ କଣ୍ଡିସନର ବ୍ୟବହାର କରିବା ଜରୁରୀ ହୋଇଥାଏ | ବାଳକୁ ଧୋଇବା ସମୟରେ ମଧ୍ୟ ଆପଣଙ୍କୁ ଏ କଥାର ଧ୍ୟାନ ରଖିବା ଉଚିତ | ନହେଲେ ଵାଳ ଝଡ଼ିବା ସମସ୍ୟା ଆହୁରି ବଢ଼ିପାରେ | ଵାଳ ଝଡ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା | ଯଦି ଆପଣ ବାଳର…

ସତରେ କ’ଣ ବାରମ୍ବାର କାଟିଲେ ଚୁଟି ମୋଟା ଓ ମଜଭୁତ ହୁଏ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଲମ୍ବା ଚୁଟି ରଖିବାକୁ କିଏ ବା ପସନ୍ଦ ନ କରେ। ସମସ୍ତେ ଚାହାନ୍ତି ଚୁଟି ଘନ, କଳା ଓ ମୋଟା ହେଉ। ଏଣୁ ଉଭୟ ଝିଅ ଓ ପୁଅ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ବେଳେବେଳେ ଏହି ବିୟୁଟି ପ୍ରଡକ୍ଟ ଏତେଟା କାମ ଦେଇ ନଥାଏ। ଏଣୁ କିଛି ଲୋକ ଚୁଟି ଭଲ ବଢ଼ିବାକୁ ଏହାକୁ…

ପାଚିଲା କେଶ ଆପଣଙ୍କୁ ବୁଢ଼ୀ କରି ଦେଉଛି କି? ଚା’ ପତିରେ ଏହି ଦୁଇଟି ଜିନିଷ ମିଶାଇ ମୂଳରେ ଲଗାନ୍ତୁ, କିଛି ଦିନ ଭିତରେ…

ଆଜିକା ସମୟରେ କେଶ ସମସ୍ୟା ଅନେକ ଲୋକଙ୍କଠାରେ ଦେଖା ଦେଉଛି। ଭୁଲ ଖାଦ୍ୟପେୟର ଅଭ୍ୟାସ ଏବଂ ପ୍ରଦୂଷଣ ସଂସ୍ପର୍ଶରେ ଆସିବା କାରଣରୁ କେଶ ନଷ୍ଟ ହେବା ସ୍ୱାଭାବିକ କଥା। ଏମିତିରେ କହି ରଖୁଛୁ କି, ଚା’ ପତି ଏହି ସମସ୍ୟାକୁ ଦୂର କରିବାରେ ଆପଣଙ୍କ କାମରେ ଆସି ପାରିବ। ଯଦି ଆପଣ ଘରେ ରହି କେଶ…

ସୁନ୍ଦର କେଶ ପାଇଁ ମେଡିସିନ ଆବଶ୍ୟକ ନାହିଁ, କେବଳ ଏହି ଯୋଗାସନ ଦ୍ୱାରା କରିପାରିବେ କେଶ ବୃଦ୍ଧି

ସୁନ୍ଦର କେଶ କିଏ ବା ନଚାହେଁ । କେଶ ନଥିଲେ ବ୍ୟକ୍ତି ନିଜକୁ ହତୋତ୍ସାହିତ ଅନୁଭବ କରେ । ଆଜିକାଲି କେଶ ଝଡିବା ଓ ପାଚିବାକୁ ନେଇ ପ୍ରତ୍ୟେକ ବ୍ୟକ୍ତି ମାନସିକ ଚାପରେ । ଭଲ କେଶ ପାଇଁ ବିଭିନ୍ନ ପ୍ରକାର ମେଡିସିନ ଓ ଅଏଲ ସହ ଚେର ମୂଳିକାର ସହାୟତା ମଧ୍ୟ ନେଇଥାନ୍ତି ଲୋକେ । ହେଲେ ମାତ୍ର ଏକ…

କେଶକୁ କଣ୍ଡିସିନିଂ କରିବା ପାଇଁ ବ୍ଯବହାର କରନ୍ତୁ କ୍ଷୀର, କରିବାକୁ ପଡିବନି ପଇସା ଖର୍ଚ୍ଚ

ସୁନ୍ଦର ଦେଖାଯିବା ପାଇଁ କେଶ ମଧ୍ୟ ସୁନ୍ଦର ହେବା ଜରୁରୀ। ସମସ୍ତଙ୍କୁ ସିଲ୍କ, ସଫ୍ଟ ଏବଂ ସାଇନିଂ କରୁଥିବା କେଶ ବହୁତ ପସନ୍ଦ। କେଶକୁ ସିଲ୍କ ଏବଂ ସଫ୍ଟ କରିବା ପାଇଁ ଯୁବତୀମାନେ କେଶରେ କଣ୍ଡିସନର ବ୍ଯବହାର କରନ୍ତି। ମାର୍କେଟରେ ଅନେକ ପ୍ରକାର କଣ୍ଡିସନର ମିଳିଥାଏ, କିନ୍ତୁ ଅନେକ ଥର…

କେବଳ ନଡ଼ିଆ ତେଲ ନୁହେଁ, ନଡ଼ିଆ ପାଣି ମଧ୍ୟ କେଶ ପାଇଁ ବହୁତ ଦରକାରୀ; ଜାଣନ୍ତୁ ଏହାର ଫାଇଦା

ଶୀତଦିନେ କେଶ ଜନିତ ସମସ୍ୟା ପ୍ରାୟ ସମସ୍ତଙ୍କ ଠାରେ ଦେଖାଯାଏ। ଶୀତ ଯୋଗୁ କେଶର ଯତ୍ନ ନେବାରେ ଅସୁବିଧା ହୋଇଥାଏ। ଆଳସ୍ୟ ଯୋଗୁ ଆମେ କେଶରେ କୌଣସି ପ୍ୟାକ୍‌ ଲଗାଇନଥାଉ, ଫଳରେ କେଶ ଶୁଷ୍କ ହୋଇଯାଏ। ଏଭଳି ସ୍ଥିତିରେ ଏକ ସହଜ ଉପାୟ ଆପଣାଇ ଆପଣ କେଶକୁ ମୁଲାୟମ୍‌ ଓ ଚମକଦାର କରିପାରିବେ।…

ତ୍ୱଚା ସହିତ କେଶର ସୁନ୍ଦରତା ବଢାଇଥାଏ ଗୋଲାପ ଜଳ, ଜାଣନ୍ତୁ କେମିତି କରିବେ ବ୍ୟବହାର

ଗୋଲାପ ଜଳ ତ୍ୱଚାର ସୁନ୍ଦରତା ବଢାଇଥାଏ ବୋଲି ଆମେ ସମସ୍ତେ ଜାଣିଛନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଗୋଲାପ ଜଳ ଚେହେରା ସହିତ କେଶର ଚମକ ବଢାଇଥାଏ ଏବଂ କେଶର ଦେଖାଶୁଣା ମଧ୍ୟ କରିଥାଏ। ଏହା ସାହାଯ୍ୟରେ ତେଲିଆ କେଶ, ଡ୍ରାଇନେସ ଏବଂ ରୂପି ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ…