Browsing Tag

for strong and healthy teeth

ଦାନ୍ତକୁ ମଜଭୁତ ଓ ସୁସ୍ଥ ରଖିବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ

ଆଜିକାଲିର ସମୟରେ ସୁସ୍ଥ ରହିବା ଏକ ବଡ଼ ଚ୍ୟାଲେଞ୍ଜ । ଏଥିପାଇଁ ଦୈନିକ ସନ୍ତୁଳିତ ଆହାରର ଆବଶ୍ୟକତା ରହିଛି । ସବୁଠୁ ବଡ଼ ଆବଶ୍ୟକତା ହେଉଛି ଖାଦ୍ୟକୁ ଚୋବାଇବା ପାଇଁ ମଜଭୁତ ଦାନ୍ତ । ଯଦି ଆପଣଙ୍କ ଦାନ୍ତରେ ଅସୁବିଧା ରହିଛି ତାହେଲେ ଖାଦ୍ୟ ଖାଇବା ପାଇଁ ବହୁ ଅସୁବିଧା ହୋଇଥାଏ । ବୟସ ହେଲେ…