Browsing Tag

ford’s bed

ନିଦରେ ହାତ, ଗୋଡ଼ ବୁଲାଉଥିବା ଲୋକମାନଙ୍କ ପାଇଁ ଆସିବ ସ୍ବତନ୍ତ୍ର ଧରଣର ଖଟ

ଆପଣ ଗଭୀର ନିଦ୍ରାରେ ଶୋଇଥିବା ସମୟରେ ଆପଣଙ୍କ ପାଖରେ ଶୋଇଥିବା ଲୋକ ଯଦି ହାତ, ଗୋଡ଼ ବୁଲାଇଥାନ୍ତି, ତେବେ ଆପଣଙ୍କର ନିଦ ଭାଙ୍ଗିଯାଇଥାଏ। ଏଭଳି ପରିସ୍ଥିତିର ସାମ୍ନା କରୁଥିବା ଲୋକମାନଙ୍କୁ ସେହି ସମୟରେ ବହୁତ କ୍ରୋଧ ଆସିଥାଏ। କିନ୍ତୁ ବର୍ତ୍ତମାନ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ…