Browsing Tag

foreign birds seized

ବରୁଣପଡା ଫିଟି ଖମ୍ବ ନିକଟରୁ ୧୩ ମୃତ ବିଦେଶୀ ପକ୍ଷୀ ଜବତ, ୩ଜଣଙ୍କୁ ଗିରଫ କଲା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ

ଟାଙ୍ଗୀ: ଥମୁନି ପକ୍ଷୀ ଶୀକାର। ଜବତ ହେଲା ୧୩ବିଦେଶୀ ପକ୍ଷୀ। ପକ୍ଷୀ ଶୀକାର ଅଭିଯୋଗରେ ୩ଜଣ ଶିକାରୀଙ୍କୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ। ବରୁଣପଡା ନିକଟ ଫିଟି ଖମ୍ବ ନିକଟରୁ ପକ୍ଷୀ ଶୀକାର କରାଯାଉଥିବା ଖବର ପାଇ ଚଢାଉ କରାଯାଇଥିଲା। ସେମାନଙ୍କ ନିକଟରୁ ମୃତ ପକ୍ଷୀ ସହ ଶୀକାର…