Browsing Tag

foreign cigarettes seized

ଭୁବନେଶ୍ୱର ବିମାନବନ୍ଦରରୁ ୧୨ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ୍ ଜବତ କଲା ଡିଆଇଆଇ

ଭୁବନେଶ୍ୱର: ୧୨ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ୍ ଜବତ। ଭୁବନେଶ୍ୱର ବିମାନବନ୍ଦରରୁ ଜବତ କରିଛି ଡିଆଇଆଇ । ଏୟାର ଏସିଆ ବିମାନରେ ଚାଲାଣ ହେଉଥିଲା । ୨ ଜଣ ଯାତ୍ରୀଙ୍କଠାରୁ ୪୦୦ ପ୍ୟାକେଟ୍ ବିଦେଶୀ ସିଗାରେଟ୍ ଜବତ ହୋଇଛି । ଏସବୁ ସିଗାରେଟ୍ କୁଆଲାଲମପୁରରୁ କୋଲକାତା ଚାଲାଣ ହେଉଥିଲା ।…