Browsing Tag

foreign couple

ଭାଷା ସାଜିପାରିନି ପ୍ରତିବନ୍ଧକ, ବସ୍ତି ପିଲାଙ୍କ ଗହଣରେ ବିଦେଶୀ ଦଂପତି

ଜୟପୁର(କେନ୍ୟୁଜ୍): ବସ୍ତି ପିଲାଙ୍କ ଗହଣରେ ବିଦେଶୀ ଦଂପତି । ସେମାନଙ୍କ ସହ ମଜି ଯାଇଛନ୍ତି । ଭାଷା ସାଜିପାରିନି ପ୍ରତିବନ୍ଧକ । ଭାଷା ବୁଝିନପାରିଲେ ବି ବେଶ ହସଖୁସିରେ ବସ୍ତି ପିଲାଙ୍କ ସହ ଖେଳରେ ମାତିଛନ୍ତି ଇଟାଲୀୟ ଦଂପତି ଡିଟରିଚ ଓ ସିଲକେ । ପିଲାଙ୍କୁ କୋଳେଇ, ଖେଳଣା ଦେଇ ସ୍ମୃତି…