Browsing Tag

foreign flights

କରୋନା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି, ମାର୍ଚ୍ଚ ୨୨ଠାରୁ ଦେଶରେ ଅବତରଣ କରିବ ନାହିଁ କୌଣସି ବିଦେଶୀ ବିମାନ

କରୋନା ଭାଇରସ କାରଣରୁ ଦେଶରେ ମୃତ୍ୟୁ ସଂଖ୍ୟା ବଢି ୪ ରେ ପହଞ୍ଚିଛି । ତାସହିତ ସଂକ୍ରମଣ ସଂଖ୍ୟା ମଧ୍ୟ ୧୭୭ ଛୁଇଁଲାଣି । ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟା ସମୟରେ ଦେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ତେବେ ସମ୍ବୋଧନ କରିବା ପୂର୍ବରୁ ହିଁ…