Browsing Tag

foreign liquor and chinses goods

ସରକାରଙ୍କ ବଡ ନିଷ୍ପତ୍ତି, ଏବେ ସେନା କ୍ୟାଣ୍ଟିନରେ ମିଳିବନି ବିଦେଶୀ ମଦ ଏବଂ ସାମଗ୍ରୀ

କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି । ଏବେ ଦେଶରେ ସେନାର ପାଖାପାଖି ୪ ହଜାର କ୍ୟାଣ୍ଟିନ ପାଇଁ ଆଦେଶ ଜାରି କରିଛନ୍ତି। ଆଦେଶ ଅନୁଯାୟୀ, ବର୍ତ୍ତମାନ ସେନା କ୍ୟାଣ୍ଟିନରେ ବିଦେଶୀ ସାମଗ୍ରୀ କିଣିପାରିବେ ନାହିଁ। ମିଡ଼ିଆ ରିପୋର୍ଟ ଅନୁଯାୟୀ, ଏହି ତାଲିକାରେ ବିଦେଶୀ ମଦ ମଧ୍ୟ ସାମିଲ…