Browsing Tag

foreign liquor factories

ବାହାରୁ କବାଡିଖାନା ଭିତରେ ନକଲି ବିଦେଶୀ ମଦ କାରଖାନା, ବିପୁଳ ସାମଗ୍ରୀ ସହ ୨ ଅଟକ

ମୟୂରଭଞ୍ଜ : କବାଡିଖାନା ଭିତରେ ନକଲି ବିଦେଶୀ ମଦ କାରଖାନା । ବାହାରୁ ଦେଖିଲେ ଲାଗୁଛି କବାଡିଖାନା, କିନ୍ତୁ ଭିତରେ ଚାଲିଛି ମଦ ତିଆରି । ମୟୂରଭଞ୍ଜ ଖୁଣ୍ଟା ଥାନା ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରରେ ଚାଲିଥିଲା କାରଖାନା । ବିଶେଷ ସୁତ୍ରରୁ ଖବର ପାଇ ଗତକାଲି…