Browsing Tag

foreign liquor seized in mohana

ବାଇକରୁ ପାଖାପାଖି ୧୬.୬୫୯ ଲିଟର ବିଦେଶୀ ମଦ ଜବତ, ଜଣଙ୍କୁ ଗିରଫ କଲା ମୋହନା ପୋଲିସ୍

ମୋହନା: ଗଜପତି ଜିଲ୍ଲା ମୋହନା ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ କମଳାପୁର ନାକା ଗେଟ ନିକଟରୁ ଏକ ବାଇକ୍ କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ  ସମୟରେ ବାଇକରୁ ପାଖାପାଖି ୧୬.୬୫୯ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ଏହି ଘଟଣାରେ ଗଞ୍ଜାମ ଜ଼ିଲ୍ଲା ପାଟପୁର ଥାନା ଗଗରାମେରୀ…