Browsing Tag

foreign wine seized

ଲକଡାଉନବେଳେ ରାଜଧାନୀରେ ବିଦେଶୀ ମଦ କାରବାର, ବାପା ପୁଅ ଗିରଫ

ଭୁବନେଶ୍ୱର (କେନ୍ୟୁଜ) : ଲକଡାଉନବେଳେ ରାଜଧାନୀରେ ମଦ କାରବାର। ଭୁବନେଶ୍ୱରରୁ ଜବତ ହେଲା ବିପୁଳ ପରିମାଣର ବିଦେଶୀ ମଦ। କୁଇକ ଆକ୍ସନ ଟିମ ନୟାପଲ୍ଲୀରୁ ଏତେ ପରିମାଣର ମଦ ଜବତ କରିଛି। ତେବେ ଏହି ଘଟଣାରେ ବାପା ପୁଅ ଗିରଫ ହୋଇଛନ୍ତି।