Browsing Tag

forest catches fire

ଭୁବନ ରେଞ୍ଜ କୁମୁରିସିଙ୍ଗା ଗ୍ରାମ ନିକଟରେ ୩୦ଏକରରୁ ଅଧିକ ଜଙ୍ଗଲ ପୋଡି ପାଉଁଶ, ଭୟରେ ଗାଁ ଛାଡିଲେ ଦେହୁରୀ ସାହି…

କାମାକ୍ଷାନଗର: ଜଙ୍ଗଲରେ ନିଆଁ। ଢେଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ କୁମୁରିସିଙ୍ଗା ଗ୍ରାମ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ। ୩୦ଏକରରୁ ଅଧିକ ଜଙ୍ଗଲ ଜଳି ପାଉଁଶ ହୋଇଯାଇଛି। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ, ଗ୍ରାମବାସୀ ଓ ବନ ବିଭାଗର ଉଦ୍ୟମ ଜାରି ରହିଛି। ନିଆଁ ଲାଗିବା ଫଳରେ ଘର ଛାଡ଼ିଲେ…