Browsing Tag

forest department

STF ଓ ଜଙ୍ଗଲ ବିଭାଗର ମିଳିତ ଚଢ଼ାଉ : ବାଘ ଛାଲ ଜବତ, ଜଣେ ଗିରଫ

କନ୍ଧମାଳ (କେନ୍ୟୁଜ): STF ଓ ଜଙ୍ଗଲ ବିଭାଗର ମିଳିତ ଚଢ଼ାଉ । ଡିଲ ବେଳେ ମାଡ଼ି ବସିଲା STF । ବାଘଛାଲ ଜବତ ହୋଇଛି । ଦାରଙ୍ଗବାଡ଼ି ଅଞ୍ଚଳର ବିପିନ ନାୟକ ଗିରଫ । ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି, ସେନେଇ ଖୋଳତାଡ଼ ଚାଲିଛି । ବର୍ତ୍ତମାନ ସୁଦ୍ଧା ୨୭ଟି କଲରାପତରିଆ ବାଘ ଛାତ ଜବତ ହୋଇଛି। ୧୫ଟି…

ଗହୀରମଥାରେ ଅଣ୍ଡା ଦେଉଛନ୍ତି ଅଲିଭ ରିଡଲେ: ଲକ୍ଷ ଲକ୍ଷ ଅଣ୍ଡାକୁ ସୁରକ୍ଷିତ ରଖିବା ପାଇଁ ବନ ବିଭାଗର ସ୍ୱତନ୍ତ୍ର…

ଗହୀରମଥା (କେନ୍ୟୁଜ): ଗତ ୨୩ ତାରିଖରୁ ସାମୁହିକ ଅଣ୍ଡାଦାନ କରିଛନ୍ତି ଅଲିଭ ରିଡଲେ କଇଁଛ । ଦୁଇ ଦିନରେ ପ୍ରାୟ ଚାରି ଲକ୍ଷ ୩୦ହଜାରରୁ ଅଧିକ ଅଣ୍ଡାଦାନ କରିଛନ୍ତି । ୨୫ ତାରିଖ ମଧ୍ୟରାତ୍ରରେ ମୋଟ ୨ଲକ୍ଷ ୪୫ ହଜାର ୧୮୮ ଅଲିଭ ରିଡଲେ କଇଁଛ ସାମୁହିକ ଭାବେ ଅଣ୍ଡାଦାନ କରିଥିବା ବେଳେ ୨୬ତାରିଖରେ…

ରାୟଗଡା : ଗୁଣୁପୁର ଜେଲପେଟା ଅଞ୍ଚଳରୁ ୩ଟି ବିରଳ ପେଚା ଉଦ୍ଧାର, ବନ ବିଭାଗକୁ କରାଯିବ ହସ୍ତାନ୍ତର

ଗୁଣୁପୁର (କେନ୍ୟୁଜ): ରାୟଗଡା ଜିଲ୍ଲା ଗୁଣୁପୁର ଜେଲପେଟା ଅଞ୍ଚଳରୁ ବିରଳ ପ୍ରଜାତିର ତିନୋଟି ପେଚା ଉଦ୍ଧାର । କିଛି ବ୍ୟକ୍ତି ଗଛ କାଟୁଥିବା ବେଳେ କୋରଡରୁ ଏହି ବିରଳ ପ୍ରଜାତିର ପେଚା ଉଦ୍ଧାର କରାଯାଇଛି । ଏହାକୁ ବନ ବିଭାଗକୁ ହସ୍ତାନ୍ତର କରାଯିବ । କେତେକ ଏହାକୁ ଶ୍ୱେତ ପେଚା ବୋଲି…

ରାଜଧାନୀରୁ ଆହତ ଅବସ୍ଥାରେ ଉଦ୍ଧାର ହେଲା ହରିଣ : ଓମଫେଡ ଛକରୁ ଆହତ ହରିଣକୁ ଉଦ୍ଧାର କଲା ବନ ବିଭାଗ

ଭୁବନେଶ୍ୱର (କେନ୍ୟୁଜ):ରାଜଧାନୀରେ ହରିଣ । ରେଳସଦନ ଓମଫେଡ ଛକ ନିକଟରୁ ଆହତ ଅବସ୍ଥାରେ ହରିଣକୁ ଉଦ୍ଧାର କରିଛି କମିସନରେଟ ପୋଲିସର ପିସିଆର ଟିମ । ଅଜଣା ଗାଡି ଧକ୍କାରେ ହରିଣର ଗୋଡ ଭାଙ୍ଗିଥିବା ବେଳେ ଶରୀରରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ବନ ବିଭାଗର ଟିମ ପହଞ୍ଚି ହରିଣର…

କାଠ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ କଲା ବନ ବିଭାଗ, କାଠ ମାଫିଆ ଫେରାର

ଘଟଗାଁ (କେନ୍ଯୁଜ):  କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା ସେକ୍ସନ ତେଲିପଡା ନିକଟରୁ ପାଟଣା ବନ ବିଭାଗ ଏକ ନମ୍ବର ବିହୀନ ଚୋରା କାଠ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି । ପାଟଣା ରେଞ୍ଜର ଟିକେଶ୍ବର ମହାନ୍ତ କାଠ ଚୋରା ଚାଲାଣ ସମ୍ପର୍କରେ କୈାଣସି ସୂତ୍ରରୁ ଖବର ପାଇ ତେଲିପଡା…

ଗଞ୍ଜାମ ବୁଗୁଡ଼ା ବନାଞ୍ଚଳରୁ ଜିଆଦ ମାଂସ ଓ ଛାଲ ଜବତ, ୨ ଶିକାରୀ ଗିରଫ

କେନ୍ୟୁଜ୍(ବ୍ୟୁରୋ): ଜିଆଦ ମାଂସ ଓ ଛାଲ ସହ ଦୁଇ ଶିକାରିଙ୍କୁ ଗିରଫ କରିଛି ବନବିଭାଗ । ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ବନାଞ୍ଚଳ ନିକଟରେ ବିଦ୍ୟୁତ ତାର ବିଛାଇ ଏକ ଜିଆଦକୁ ଶିକାର କରିଥିଲେ ଦୁଇ ଶିକାରି । ବନବିଭାଗ କର୍ମଚାରୀ ଚଢ଼ାଉ କରି ଦୁଇ ଶିକାରୀଙ୍କୁ ଗିରଫ କରିବା…

ଜଙ୍ଗଲରୁ କାଠ ନେବାବେଳେ ବନବିଭାଗ ଓ ଗ୍ରାମବାସୀ ମୁହାଁମୁହିଁ, ଆସନ୍ତା ରବିବାର DFO ଆସିବା ପରେ ହେବ ଆଲୋଚନା

କାମାକ୍ଷାନଗର: ଜଙ୍ଗଲରୁ କାଠ ନେବାବେଳେ ବନବିଭାଗ ଓ ଗ୍ରାମବାସୀ ମୁହାଁମୁହିଁ । ଢେଙ୍କାନାଳ ମଠକରଗୋଳା ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଜଙ୍ଗଲରେ କେହି ଦୁର୍ବୃତ୍ତ କିଛି ଗଛ କାଟି ଦେଇଥିଲେ । ତେବେ ସେହି ଗଛ ଗୁଡ଼ିକ ଗ୍ରାମ୍ୟ କମିଟିର ସଦସ୍ୟଙ୍କ ଦ୍ୱାରା…

ଦ୍ବାଦଶ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବନ ବିଭାଗରେ ନିଯୁକ୍ତି ପାଇଁ ବଢିଲା ଆବେଦନ ତାରିଖ

କର୍ଣ୍ଣାଟକ ବନ ବିଭାଗ ପକ୍ଷରୁ ଫରେଷ୍ଟ ଗାର୍ଡ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରାକାଶ ପାଇଛି। ଏହି ପଦବୀରେ ଆବେଦନ କରିବା ପାଇଁ ଶେଷ ତାରିଖ ଆସନ୍ତା ୧୫ ମେ ରଖାଯାଇଥିବା ବେଳେ ବର୍ତ୍ତମାନ ଆବେଦନ ତାରିଖ ବଢାଯାଇ ଆସନ୍ତା ୧୫ ଜୁନ୍ ୨୦୨୦ ରଖାଯାଇଛି। ଇଛୁକ ଆବେଦନକାରୀ ଆବେଦନ କରିବାକୁ…

ମଣଦା ବନାଞ୍ଚଳ ଅନୁକୂଲ୍ୟରେ ପାଳନ ହୋଇଛି “ସବୁଜ ନବ ବର୍ଷ ୨୦୨୦”

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବଡଶିଆଳି ଗ୍ରାମରେ ବନ ବିଭାଗ ଦ୍ୱାରା ଗୁରୁବାର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରର ନାଁ ରଖାଯାଇଥିଲା 'ସବୁଜ ନବ ବର୍ଷ ୨୦୨୦" । ଉତ୍ସବଟିକୁ ମଣଦା ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ବନ ବିହାରୀ ସର୍ଦ୍ଦାର ଆୟୋଜନ କରିଥିବା ବେଳେ ମୁଖ୍ୟ ଅତିଥି…

ବରଗଡ: ବିଷଧର ନାଗ ସହ ଷ୍ଟଣ୍ଟ ଭିଡିଓ କରିବା ପଡିଲା ମହଙ୍ଗା, ମୁଖ୍ୟ ନାୟକକୁ ଅଟକ ରଖିଲା ବନବିଭାଗ

ବିଷଧର ନାଗ ସହ ଷ୍ଟଣ୍ଟ ଭିଡିଓ ସୁଟିଂ ଘଟଣାରେ ମୁଖ୍ୟ ନାୟକ ରୋହିତ ମେହେର ଅଟକ । ବନ୍ୟପ୍ରାଣୀ ଆଇନ୍‌ ଉଲ୍ଲଂଘନ ଅଭିଯୋଗରେ ରୋହିତଙ୍କୁ ଅଟକ ରଖି ପଚରାଉଚରା କରୁଛି ବରଗଡ଼ ବନ ବିଭାଗ । ଭିଡିଓରେ ସାପ ସହ ଷ୍ଟଣ୍ଟ କରୁଥିବା ଝିଅମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ବୋଲି ସେ କହିଛନ୍ତି । କିଛି…