Browsing Tag

forest dept

 ଦଶରଥପୁର ବୈତରଣୀ ନଦୀ ପଠାରେ ବନ ବିଭାଗ ପକ୍ଷରୁ ଚଢାଉ, ୫ ଶୁଆ ଉଦ୍ଧାର

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଦଶରଥପୁର ବ୍ଲକ କାଠଗୋଲା ବୈତରଣୀ ନଦୀ ପଠାରୁ ଶୁଆ ଚୋରା ଚାଲାଣ ବେଳେ ବନ ବିଭାଗ ପକ୍ଷରୁ ଚଢାଉ। ୫ ଶୁଆ  ଉଦ୍ଧାର କରାଯାଇଥିବାବେଳେ ଶୁଆ ଧରାଳି ଫେରାର ହୋଇଯାଇଥିଲେ। ସୂଚନା ମୁତାବକ କିଛି ବ୍ୟକ୍ତି ଦୀର୍ଘ ଦିନ ହେବ ଦଶରଥପୁର ଅଂଚଳରୁ ଶୁଆ ଧରି ରାଜ୍ୟ…