Browsing Tag

forest guard death

ବଲାଙ୍ଗୀର: ଜଙ୍ଗଲ ଭିତରେ ଫୁଟିଲା ଗୁଳି, ଫରେଷ୍ଟ ଗାର୍ଡ ଯୋଗେଶ୍ୱର ରାଣା ମୃତ

ବଲାଙ୍ଗୀର(କେନ୍ୟୁଜ) : ଜଙ୍ଗଲ ଭିତରେ ଫୁଟିଲା ଗୁଳି। ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଧିନସ୍ଥ କରମତଲା, ରେଙ୍ଗାଲି ଏବଂ ତାଳବାହାଲକୁ ଲାଗି ରହିଥିବା ସୀମାନ୍ତ ଅଞ୍ଚଳର ଘଞ୍ଚ ଜଙ୍ଗଲ ଭିତରେ ଗୁଳି ମାଡ଼ ହୋଇଛି। କରମତଲା ବିଟ ଫରେଷ୍ଟର ସୁଧୀର କୁମାର ଜେନାଙ୍କ ସହ କରମତଲା ଗାଁର ଯୋଗେଶ୍ୱର…