Browsing Tag

forgery case

ସ୍ବାମୀଙ୍କ ନିଧନ ପରେ ମିଳିଥିବା ୪ ଲକ୍ଷ ଟଙ୍କା ସହାୟତା ରାଶିକୁ ଉଠାଇ ନେଲା ଦଲାଲ, ଏବେ ନ୍ୟାୟ ଅପେକ୍ଷାରେ ଅଞ୍ଜଳି

ସ୍ବାମୀଙ୍କ ନିଧନ ପରେ ସରକାରଙ୍କଠାରୁ ମିଳିଥିବା ୪ ଲକ୍ଷ ଟଙ୍କା ସହାୟତା ରାଶିକୁ ଉଠାଇ ନେଲେ ଦଲାଲ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଗଞ୍ଜା ଗ୍ରାମର ଜଣେ ବିଧବା ମହିଳାଙ୍କ ସହ ଏହି ଅଭାବନୀୟ ଘଟଣା ଘଟିଛି । ବିଧବା ମହିଳାଙ୍କ ବାପ ଘର କମର୍ଦା ଥାନା ଅନ୍ତର୍ଗତ ଚକପାରୁଳିଆ…