Browsing Tag

Former Afghan minister

ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ ଜର୍ମାନୀରେ ପିଜ୍ଜା ଡେଲିଭରୀ ବୟ! ସାମ୍ନାକୁ ଆସିଲା ଭାଇରାଲ ଫଟୋ

ଆଫଗାନିସ୍ତାନ ଉପରେ ତାଲିବାନ କବ୍‌ଜା କରିବା ପରେ ରାଷ୍ଟ୍ରପତି ଅଶରଫ ଗନିଙ୍କ ସମେତ ଅନେକ ବଡ଼ ନେତା ଦେଶ ଛାଡ଼ି ପଳାଇଛନ୍ତି। ଏହାରି ଭିତରେ ଜର୍ମାନୀରୁ ଆଫଗାନିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀଙ୍କର କିଛି ଫଟୋ ସାମ୍ନାକୁ ଆସିଛି, ଯାହାକି ଏବେ ଭାଇରାଲ ହେଉଛି। ଆଫଗାନ ସରକାରରେ ସଞ୍ଚାର ମନ୍ତ୍ରୀ…