Browsing Tag

former begunia tahsildar suspend

ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲା: ସସପେଣ୍ଡ ହେଲେ ବେଗୁନିଆର ପୂର୍ବତନ ତହସିଲଦାର

ଖୋର୍ଦ୍ଧା: ସାରୁଅ ଜମି ଦୁର୍ନୀତି ମାମଲାରେ ସସପେଣ୍ଡ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ପୂର୍ବତନ ତହସିଲଦାର । ତାଙ୍କ ନାଁ ବିବେକାନନ୍ଦ ପରିଡ଼ା । ଏବେ ସେ କଟକ ରାଜସ୍ୱ ବିଭାଗର ଡେପୁଟୀ କଲେକ୍ଟର ଭାବରେ କାର୍ଯ୍ୟରତ ଅଛନ୍ତି । ତାଙ୍କୁ ଚାକିରିରୁ ତତ୍କାଳ ନିଲମ୍ବନ କରାଯାଇଛି ।…