Browsing Tag

FORMER MINISTER MURDERED

ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ୍ଵାଇଏସ୍‌ଆରଙ୍କ ଘରେ ଆଉ ଏକ ରହସ୍ୟଜନକ ମୃତ୍ୟୁ, ସାନ ଭାଇ ବିବେକାନନ୍ଦଙ୍କୁ ହତ୍ୟା

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ୍‌ ରାଜଶେଖର ରେଡୀଙ୍କ ଭାଇକୁ ହତ୍ୟା । ୬୮ ବର୍ଷ ବୟସ୍କ ସାନ ଭାଇ ବିବେକାନନ୍ଦ ରେଡୀଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଥ୍‌ରୁମ୍‌ ଭିତରୁ ମିଳିଛି । କୁରାଢ଼ୀରେ ତାଙ୍କ ମୁଣ୍ଡକୁ ଆଘାତ କରାଯାଇଛି । ପୋଲିସ୍‌ ମୃତଦେହ ପୋଷ୍ଟମର୍ଟମ୍‌…