Browsing Tag

former Miss Pakistan World Jaanib died

ମର୍ମନ୍ତୁଦ ଦୁର୍ଘଟଣାରେ ପୂର୍ବତନ ମିସ୍‌ ପାକିସ୍ତାନ୍‌ ଓ୍ଵାର୍ଲ୍ଡ ଜାନିବଙ୍କ ମୃତ୍ୟୁ, ୨୦୧୨ରେ ଜିତିଥିଲେ ଆଓ୍ଵାର୍ଡ

ଆମେରିକାର ମେରିଲ୍ୟାଣ୍ଡଠାରେ ଏକ କାର୍‌ ଦୁର୍ଘଟଣାରେ ପୂର୍ବ ମିସ୍‌ ପାକିସ୍ତାନ ଓ୍ଵାର୍ଲ୍ଡ ଜାନିବ ନବୀଦଙ୍କ ମୃତ୍ୟୁ ଘଟିଛି। ୩୨ ବର୍ଷୀୟ ଜାନିବଙ୍କ କାର୍‌ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେ ୨୦୧୨ ମସିହାରେ ମିସ୍‌ ପାକିସ୍ତାନ ଓ୍ଵାର୍ଲ୍ଡ ଆଓ୍ଵାର୍ଡ ଜିତିଥିଲେ।…