Browsing Tag

former mla death

ଷୋଡ଼ଶ ବିଧାନସଭା ହରାଇଲାଣି ୬ ବିଧାୟକ !

କେନ୍ୟୁଜ୍(ବ୍ୟୁରୋ): ଷୋଡ଼ଶ ବିଧାନସଭା ୬ ବିଧାୟକଙ୍କୁ ହରାଇଛି । ବିଜେଡିରୁ ୪ ଓ ବିଜେପିରୁ ୨ ବିଧାୟକ ଆଖି ବୁଜିଛନ୍ତି । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ବାଲେଶ୍ୱର ବିଧାୟକ ମଦନମୋହନ ଦତ୍ତ, ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ, ପିପିଲି ବିଧାୟକ…

ବାପାଙ୍କ ଫଟୋରେ ମାଳା ଚଢ଼ାଉଥିବା ବେଳେ ହୃଦ୍‌ଘାତ, ନିଜ ଜନ୍ମଦିନରେ ହିଁ ଚାଲିଗଲେ ପୂର୍ବତନ ବିଧାୟକ

ନିଜର ୫୯ତମ ଜନ୍ମଦିନରେ ହିଁ ଡିଏମକେର ପୂର୍ବତନ ବିଧାୟକ ଭୀରାପାଣ୍ଡି ଏ ରାଜାଙ୍କ ଦେହାନ୍ତ ହୋଇଯାଇଛି। ଶନିବାର ସେ ତାଙ୍କ ଦିବଂଗତ ବାପା ତଥା ପୂର୍ବତନ ମନ୍ତ୍ରୀ ଭୀରାପାଣ୍ଡି ଏ ଅରୁମୁଗମଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରୁଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ଏ ରାଜାଙ୍କର ପତ୍ନୀ…

ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ,୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଥିଲେ ଗଜପତି ଜ଼ିଲ୍ଲା ରାମଗିରି ନିର୍ବାଚନ ମଣ୍ଡଳୀର…

ମୋହନା(କେନ୍ୟୁଜ): ଗଜପତି ଜ଼ିଲ୍ଲା ରାମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଭରତ ପାଇକ ଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି l ସେ କିଛିଦିନ ହେଲା ପାରଳାଖେମୁଣ୍ଡି ଜ଼ିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିଛିତ ହେଉଥିଲେ ସ୍ୱାସ୍ଥ୍ୟବସ୍ତା ଗୁରୁତର ହେବାରୁ ତାଙ୍କୁ ଅଧିକ…

ଟ୍ରେନରେ କଟି ପୂର୍ବତନ ବିଧାୟକଙ୍କ ମୃତ୍ୟୁ

ଅନୁଗୁଳ(କେନ୍ୟୁଜ୍) : ଟ୍ରେନରୁ ଖସି ବିଧାୟକ ମୃତ। ଅନୁଗୁଳ ନାଲକୋ ଥାନା ଅନ୍ତର୍ଗତ କଇଁଫୁଲିଆ ସାହି ନିକଟରେ ଟ୍ରେନରେ କଟି ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତ୍ୟୁ ହୋଇଛି। ଗତକାଲି ରାଜକିଶୋର ବାହାରକୁ ଯାଇ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାରଲୋକେ ଖୋଜାଖୋଜି କରିତିଲେ।…