Browsing Tag

FORMER PAK PRESIDENT MUSHARRAF

ମୋ କାର୍ଯ୍ୟକାଳରେ ପାକ୍‌ ଗୋଇନ୍ଦା ବିଭାଗ ଜୈସ ଦ୍ୱାରା ଭାରତରେ ବିସ୍ଫୋରଣ ଘଟାଉଥିଲା : ପୂର୍ବତନ ରାଷ୍ଟ୍ରପତି ମୁସରଫ

ମୁହଁ ଖୋଲିଲେ ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ତଥା ରାଷ୍ଟ୍ରପତି ଜେନେରାଲ ପରଭେଜ୍‌ ମୁସରଫ । ଆଉ ଯାହା କହିଲେ ସେଥିରେ ସାରା ବିଶ୍ୱ ଚକିତ । ମୁସରଫ ଏକ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳରେ ଜୈସ-ଇ-ମହମ୍ମଦ ଦ୍ୱାରା ଭାରତରେ ଆତଙ୍କବାଦ ସୃଷ୍ଟି ପାଇଁ କୁହାଯାଉଥିଲା । ୨୦୦୧ରୁ…