Browsing Tag

found in america

ବିରଳ ଦୁଇମୁଣ୍ଡିଆ ସାପ ଉଦ୍ଧାର

ଆମେରିକାର ନ୍ୟୁଜର୍ସି ସହରରେ ଦୁଇଜଣ ପର୍ଯ୍ୟାବରଣକାରୀ ଦୁର୍ଲଭ ଦୁଇ ମୁଣ୍ଡିଆ ସାପ ଉଦ୍ଧାର କରିଛନ୍ତି। ଏହି ଦୁଇଜଣ ବ୍ୟକ୍ତିଙ୍କ ନାମ ଡେଭ ରହିଥିବା ବେଳେ ଏହି ଦୁଇମୁଣ୍ଡିଆ ସାପର ନାମ ମଧ୍ୟ ଡେଭ ରଖାଯାଇଛି। ଏହି ସାପର ଦୁଇଟି ମୁଣ୍ଡ, ଚାରିଟି ଆଖି ଏବଂ ଦୁଇଟି ଜିଭ ରହିଥିବା ବେଳେ ଗୋଟିଏ…