Browsing Tag

found two statues of Ashtadhatu

ବିନ୍ଦୁସାଗର ନିକଟ ଗୋଦାବରୀ ପୁଷ୍କରିଣୀରୁ ଦୁଇଟି ଅଷ୍ଟ ଧାତୁ ମୂର୍ତ୍ତି ଉଦ୍ଧାର

ଭୁବନେଶ୍ବର : ବିନ୍ଦୁସାଗର ନିକଟ ଗୋଦାବରୀ ପୁଷ୍କରିଣୀରୁ ଉଦ୍ଧାର ହୋଇଛି ଦୁଇଟି ଅଷ୍ଟ ଧାତୁ ମୂର୍ତ୍ତି । ଏହି ମୂର୍ତ୍ତି ମାନଙ୍କ ମଧ୍ଯର ଗୋଟିଏ ୧୧ ଇଞ୍ଚର ମା ବାରଭୂଜା ମୂର୍ତ୍ତି ଓ ଗୋଟିଏ ୬ ଇଞ୍ଚର ମା ସନ୍ତୋଷୀଙ୍କ ମୂର୍ତ୍ତି ରହିଛି । ସ୍ଥାନୀୟ ଦୁଇ ଜଣ ଯୁବକ ମାଛ ଧରୁଥିବା ସମୟରେ ଏକ…