Browsing Tag

founder campaign

କନ୍ଧମାଳ ଲୋକସଭା ପାଇଁ ନାମାଙ୍କନ ଦାଖଲ ପରେ ପ୍ରଚାର ଆରମ୍ଭ କରିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ

କନ୍ଧମାଳ (କେନ୍ୟୁଜ) : ଲୋକସଭା ପାଇଁ ନାମାଙ୍କନ ଦାଖଲ ପରେ ପ୍ରଚାର ଆରମ୍ଭ କରିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ। ନିଜ ସମର୍ଥକଙ୍କ ଗହଣରେ ସେ ପ୍ରଚାର କରିଛନ୍ତି। ଶୋଭାଯାତ୍ରାରେ ଯିବା ବେଳେ ବିଭିନ୍ନ ସ୍ଥାନରେ ଡକ୍ଟର ସାମନ୍ତଙ୍କୁ ଜନସାଧାରଣ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ଡକ୍ଟର…