Browsing Tag

four ayurvedic leaves

ଶରୀରରୁ ୟୁରିକ ଏସିଡ ମାତ୍ରା କମାଇବା ପାଇଁ ବରଦାନ ପରି କାମ କରେ ଏହି ତିନୋଟି ପତ୍ର

ୟୁରିକ ଏସିଡ ରକ୍ତରେ ମିଳୁଥିବା ଏକ ପ୍ରକାର ଅପରିଷ୍କାର ପଦାର୍ଥ । ଯେବେ ଆମ ଶରୀର ପ୍ୟୁରିନ ନାମକ ଏକ ବିଷାକ୍ତ ରସାୟନ ପଦାର୍ଥକୁ ଭାଙ୍ଗିଥାଏ ସେବେ ହିଁ ୟୁରିକ ଏସିଡ ପ୍ରସ୍ତୁତ ହୋଇଥାଏ । ଅଧିକାଂଶ ୟୁରିକ ଏସିଡ ରକ୍ତରେ ମିଶିଯାଇଥାଏ ଆଉ କିଡ୍ନୀ ଦେଇ ଯିବା ପରେ ଶରୀରରୁ ପରିଶ୍ରା ଜରିଆରେ…