Browsing Tag

four child

ଦାରିଦ୍ର‌୍ୟର କଷାଘାତ ଭିତରେ ୪ ଅସହାୟ ପିଲା, ସାହାରା ବୃଦ୍ଧ ଜେଜେବାପା ଓ ଜେଜେମାଆ

ବାଲେଶ୍ୱର : ଦାରିଦ୍ର‌୍ୟର କଷାଘାତ ଭିତରେ ୪ ଅସହାୟ ପିଲା । ସାହାରା କେବଳ ବୃଦ୍ଧ ଜେଜେବାପା ଓ ଜେଜେମାଆ । ପରିଣତ ବୟସରେ ଭିକ ମାଗି ୪ ପିଲାଙ୍କ ମୁହଁରେ ଦାନା ଦେଉଛନ୍ତି । ଓଳିଏ ଖାଇଲେ ଆର ଓଳିକୁ ଉପବାସ ରହିବାକୁ ପଡେ । ବାଲେଶ୍ୱର ସୋର ବ୍ଲକ୍‌ ଅନନ୍ତପୁର ପଂଚାୟତ ପୁରୁଷୋତ୍ତମପୁର…