Browsing Tag

four children depended on grandmother

୯ ମାସରୁ ୧୬ ବର୍ଷ ଯାଏଁ ୪ ଛୁଆଙ୍କ ସାହାରା ଜେଜେମା, ବାପାଙ୍କୁ ଅପେକ୍ଷା କରି କାଟୁଛନ୍ତି ଦିନ

ଯାଜପୁର ଟାଉନ: ପ୍ରଥମେ ମା ଚାଲିଗଲା ଆରପାରିକୁ,ବାପାକୁ ବାନ୍ଧି ନେଇଗଲା ପୁଲିସ । ଏବେ ପରିଣତ ବୟସରେ ପହଂଚିଥିବା ଜେଜେ ମା' ଙ୍କ କୋଳରେ ୪ ନାତି ନାତୁଣୀ । ହଁ ଆମେ କହୁଛୁ ଯାଜପୁର ଦଶରଥପୁର ବ୍ଲକ ଗୋପକୂଳ ଗାଁର ଦଶରଥ ଯେନାଙ୍କ ପରିବାର କଥା । ଏଭଳି ସ୍ଥିତିରେ ୯ମାସରୁ ୧୬ ବର୍ଷ ମଧ୍ୟରେ…