Browsing Tag

four more Special Trains in east coast

ପୂର୍ବତଟ ରେଳ ଚଳାଇବ ୪ଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର(କେନ୍ୟୁଜ୍‌) : ପୂର୍ବତଟ ରେଳବାଇ ୪ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବ ।ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକ ପୁରୀରୁ ଭଲସାଦ, ସିକନ୍ଦରାବାଦରୁ ସାଲିମାର, ବିଶାଖାପାଟଣାରୁ ତିରୁପତି ଓ ବିଶାଖାପାଟଣାରୁ ସିକିନ୍ଦରାବାଦ୍ ଚାଲିବ । ଯାତ୍ରୀଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ରେଳ ମନ୍ତ୍ରଣାଳୟ…