Browsing Tag

fraud

ଚୀନରେ ମାଷ୍ଟରମାଇଣ୍ଡ ଓଡ଼଼ିଶାରେ ନେଟୱର୍କ: ଡିଜିଟାଲ ଲୋନ ଆପରେ ଚାଲିଛି ଠକେଇର ସାମ୍ରାଜ୍ୟ

ନୂଆଦିଲ୍ଲୀ : ଫେକ୍‌ ଲୋନ ଆପ୍ଲିକେସନର ମାଷ୍ଟର ମାଇଣ୍ଡ ଚାଇନିଜ ଯୁବକ ଲିୟୁ କୁ ଖୋଜୁଛି EOW । ଲୁକ୍‌ ଆଉଟ ସରକୁଲାର ଜାରି ହୋଇଛି । ଭାରତର ସମସ୍ତ ବିମାନ ବନ୍ଦରରେ ଲିୟୁ ଉପରେ ନଜର ରଖିବା ପାଇଁ ଏହି ସର୍କୁଲାର ଜାରି କରାଯାଇଛି । ୨୦୧୯ରୁ ଏହି ଚାଇନିଜ ଯୁବକ ଲିୟୁ ଫେକ୍‌ ଲୋନ ଆପ୍‌ର…

ବ୍ୟାଙ୍କ ମ୍ୟାନେଜରଙ୍କ ମୁଣ୍ଡରେ ଚଢ଼ିଲା ପ୍ରେମ ଭୂତ; ଅଜଣା ପ୍ରେମିକାଙ୍କୁ ପଠାଇଦେଲେ ଗ୍ରାହକଙ୍କ ଏତେ କୋଟି ଟଙ୍କା!

କର୍ଣ୍ଣାଟକରୁ ସାମ୍ନାକୁ ଆସିଛି ଏକ ଅଜବ ମାମଲା। ଏଠାରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଠକେଇ ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୋଗ ମୁତାବକ, ବ୍ୟାଙ୍କ ମ୍ୟାନେଜର ଜଣକ ନିଜ ଅଜଣା ପ୍ରେମିକାଙ୍କୁ ଖୁସି କରିବା ପାଇଁ ଗ୍ରାହକମାନଙ୍କ ଆକାଉଣ୍ଟରୁ ମୋଟା ଅର୍ଥରାଶି ତାଙ୍କ ପାଖକୁ ପଠାଇ ଦେଇଛନ୍ତି।…

କୋକାକୋଲା କମ୍ପାନୀର ଫ୍ରାଞ୍ଚାଇଜ୍‌ ଦେବାକୁ କହି ୧୭ ଲକ୍ଷ ଚଳୁ, ଠକ ବିଶ୍ୱନାଥକୁ ଗିରଫ କଲା ନାୟପଲ୍ଲୀ ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): କୋକାକୋଲା କମ୍ପାନୀର ଫ୍ରାଞ୍ଚାଇଜ୍‌ ଦେବାକୁ କହି ୧୭ ଲକ୍ଷ ଟଙ୍କା ଠକେଇ । ଢେଙ୍କାନାଳ ଅଞ୍ଚଳର ବିଶ୍ୱନାଥ ନାୟକକୁ ଗିରଫ କଲା ନାୟପଲ୍ଲୀ ପୋଲିସ । ଏକାଧିକ ଲୋକଙ୍କୁ ଠକିଛି ବିଶ୍ୱନାଥ । ସୌମ୍ୟ ରଞ୍ଜନ ଖଣ୍ଡେଇ ନାମକ ଜଣେ ଯୁବକଙ୍କ ଅଭିଯୋଗ ଆଧାରରେ ବିଶ୍ୱନାଥକୁ ଗିରଫ…

ଜାଣନ୍ତୁ ହ୍ବାଟସ୍-ଆପ୍ ଠକେଇରୁ କିପରି ନିଜକୁ ବଞ୍ଚାଇ ପାରିବେ, ଆପଣାନ୍ତୁ କମିସନରେଟ୍ ପୋଲିସର ଏହି ପଦକ୍ଷେପ

ଭୁବନେଶ୍ବର(କେନ୍ଯୁଜ୍): ଏବେ ମାତିଛନ୍ତି ସାଇବର ଲୁଟେରା। ହ୍ବାଟସ୍-ଆପ୍ ହ୍ଯାକ୍ କରି ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହି ହ୍ବାଟସ୍-ଆପ୍ ଠକେଇରୁ ବଞ୍ଚିବା ପାଇଁ ଏବେ କମିସନରେଟ୍ ପୋଲିସ୍ ଜାରି କରିଛି ସତକର୍ତା। ଆପଣାନ୍ତୁ ଏହିସବୁ ପଦକ୍ଷେପ । ଯାହାଦ୍ବାରା ଠକାମୀ ଠାରୁ  ନିଜକୁ  ଦୁରେଇ…

ହ୍ଵାଟସଆପ ଆକାଉଣ୍ଟ ହ୍ୟାକ ପଛରେ ନାଇଜେରିଆ ଗ୍ୟାଙ୍ଗ ଥିବା ସନ୍ଦେହ, ଠକେଇ ପରେ ବିଭିନ୍ନ ଆକାଉଣ୍ଟକୁ ଯାଇଛି ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା କଂପ୍ୟୁଟର ଆପ୍ଲିକେସନ ସେଣ୍ଟର-OCAC ସିଇଓ ଓ ଆଇଟି ବିଭାଗ ଅଧିକାରୀଙ୍କ ହ୍ଵାଟସ ଆପ ଆକାଉଣ୍ଟ ହ୍ୟାକ ପଛରେ ନାଇଜେରିଆ ଗ୍ୟାଙ୍ଗ ଥିବା ସନ୍ଦେହ କରାଯାଉଛି । ହ୍ୟାକର ସହ କଥା ହୋଇଛନ୍ତି ତଦନ୍ତକାରୀ ଅଧିକାରୀ । ହ୍ୟାକରଙ୍କ କଥାବାର୍ତ୍ତାରୁ ସେ ନାଇଜେରିଆର…

ରେମଡେସିଭିର ଇଂଜେକସନ କଳାବଜାର: ଇଂଜେକସନ ଦେବା ନାଁରେ ୨୩ ଜଣଙ୍କଠୁ ଠକି ନେଇଥିଲେ ୭.୫୦ ଲକ୍ଷ ଟଙ୍କା, ବିଦେଶୀ ନାଗରିକ…

ଦିଲ୍ଲୀ-ଏନସିଆର ସମେତ ସାରା ଦେଶରେ ରେମଡେସିଭିର ଇଂଜେକସନର କଳାବଜାର ଜାରି ରହିଛି। ମହାମାରୀ ସମୟରେ ଠକମାନେ ଚଢ଼ା ଦାମରେ ରେମଡେସିଭିର ଇଂଜେକସନ ବିକ୍ରି କରୁଛନ୍ତି। ଏବେ ଏହି ଠକେଇରେ ନକଲି ରେମଡେସିଭିର ଇଂଜେକସନ ବି ବିକ୍ରି କରାଯାଉଛି। ଏମିତି ଏକ ମାମଲାରେ ଆଉଟର ଦିଲ୍ଲୀ ପୋଲିସ ଜଣେ…

ବାଙ୍କୀ ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟଦେଶ ବଣ୍ଟନରେ ବ୍ୟାପକ ଜାଲିଆତିକୁ ନେଇ ଉତ୍ତେଜନା

ବାଙ୍କୀ : କଟକ ବାଙ୍କୀ ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟଦେଶ ବଣ୍ଟନରେ ବ୍ୟାପକ ଜାଲିଆତି । ଅଭିଯୋଗ ପାଇ ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ପ୍ରଥମେ ବାଙ୍କୀ ଉପଜିଲ୍ଲପାଳଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଥିଲେ । ପରେ ଅପରାହ୍ନରେ ବାଙ୍କୀ ଏନ୍‌ଏସିର…

ବ୍ରହ୍ମପୁର: ବେକାର ଯୁବକ ଓ ଯୁବତୀଙ୍କୁ ଚାକିରି କରିଦେବା କହି ଲକ୍ଷାଧିକ ଟଙ୍କା ଠକେଇ, ମାଷ୍ଟର ମାଇଣ୍ଡ ସମେତ ଦୁଇ ଠକ…

ବ୍ରହ୍ମପୁର(କେନ୍ୟୁଜ୍): ବେକାର ଯୁବକ ଯୁବତୀଙ୍କୁ ବିଭିନ୍ନ ସରକାରୀ ଓ ବେସକାରୀ ସଂସ୍ଥାରେ ଚାକିରି କରେଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ଗିରଫ ଅଭିଯୁକ୍ତ ଦୁଇ ଜଣ ହଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ କାଟିକଟା…

ସାବଧାନ୍‌! ସିମ୍‌ ଏବଂ ହ୍ଵାଟସଅପ୍‌ ଦ୍ୱାରା ଚୋରି ହୋଇପାରେ ଆପଣଙ୍କ ଟଙ୍କା, ଏପରି ରୁହନ୍ତୁ ସତର୍କ

ବର୍ତ୍ତମାନର ଡିଜିଟାଲ ଦୁନିଆରେ ଚୋରିର ଅନେକ ସ୍ମାର୍ଟ ତରିକା ସାମ୍ନାକୁ ଆସୁଛି। ପ୍ରାୟ ପ୍ରତ୍ୟେକଦିନ ଆମେ କିଛି ନା କିଛି ଫ୍ରଡ୍‌ ହୋଇଥିବା ଘଟଣା ଶୁଣୁଛନ୍ତ। ତେବେ ଏଭଳି ସ୍ଥିତିରେ ଆମକୁ ବହୁତ ସତର୍କରେ ରହିବାକୁ ପଡିବ। ଆମେ ସମସ୍ତେ ବେଳେବେଳେ ଏମିତି ଭୁଲ କରିଦିଅନ୍ତି ଯାହାଦ୍ୱାରା ଆମ…

ବ୍ୟାଙ୍କ୍‌ ଫିକ୍ସଡ୍‌ ଡିପୋଜିଟ୍‌ ବି ସୁରକ୍ଷିତ ନୁହେଁ; ୪୧ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ, ସେନା କର୍ମଚାରୀ ଏବେ…

ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ସାଇବର କ୍ରାଇମ୍‌ । ସାଇବର ଅପରାଧୀମାନେ ଆଗରୁ ସେଭିଂସ୍‌ ଆକାଉଣ୍ଟକୁ ଟାର୍ଗେଟ୍‌ କରୁଥିଲେ । ହେଲେ ଏବେ ବ୍ୟାଙ୍କ ଫିକ୍ସଡ୍‌ ଡିପୋଜିଟ୍‌ରୁ ମଧ୍ୟ ଲୁଟ୍‌ କରିବାରେ ସକ୍ଷମ ହୋଇଛନ୍ତି । ନୂଆଦିଲ୍ଲୀ ନିକଟ ଗୁରୁଗ୍ରାମର ବାଯିଦପୁର ଗାଁରେ ରହୁଥିବା ଜଣେ ଅବସର…

ଆବାସ ଯୋଜନାରେ ଘର କରାଇଦେବା ନାଁରେ ଠକେଇ, ସରପଞ୍ଚଙ୍କ ସ୍ୱାମୀ ନାଁରେ ଅଭିଯୋଗ

ତିର୍ତ୍ତୋଲ (କେନ୍ୟୁଜ୍) : ଆବାସ ଯୋଜନାରେ ଘର କରାଇଦେବା ନାଁରେ ଠକେଇ । ତିର୍ତ୍ତୋଲ ଥାନା ବିରିତୋଳ ପଞ୍ଚାୟତ ସରପଞ୍ଚ ରୁକ୍‌ସାନା ବେଗମଙ୍କ ସ୍ୱାମୀଙ୍କ ନାଁରେ ଆସିଛି ଠକେଇ ଅଭିଯୋଗ। ରୁକସାନାଙ୍କ ସ୍ୱାମୀ ଶେଖ ଲତିଫ ତାଙ୍କ ପଡ଼ୋଶୀ ସେକ ବକାଙ୍କର ଆବାସ ଯୋଜନାରେ ଘର କରାଇଦେବାକୁ ୪୦ହଜାର…

ଓଡ଼ିଶାରେ ୧୦୦ କୋଟିରୁ ଅଧିକ ଟଙ୍କାର ଜିଏସ୍‌ଟି ଜାଲିଆତି, ୪ ଜଣଙ୍କୁ କରାଯାଇଛି ଗିରଫ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାରେ ୧୦୦ କୋଟିରୁ ଅଧିକ ଟଙ୍କାର ଜିଏସ୍‌ଟି ଫ୍ରଡ୍‌ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଆଜି ସଂଧ୍ୟା ୫ଟାରେ ଏହାର ବିଧିବଦ୍ଧ ଖୁଲାସା କରିବେ ଜିଏସ୍‌ଟି କମିଶନର । ପୂର୍ବରୁ ୧୨ କୋଟି ୮୪ ଲକ୍ଷ ଟଙ୍କାର ଜିଏସଟି ଠକେଇ ନେଇ ଧରାପଡ଼ିଥିଲେ ବଲାଙ୍ଗିରର ଜଣେ…