Browsing Tag

fraud case

ଭୁବନେଶ୍ୱରରେ ଘର ଦେବା ନାଁରେ ଠକେଇ ମାମଲା, ଜେଲ ଗଲେ ବିଲ୍‌ଡର

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଘର ଦେବା ନାଁରେ ଠକେଇ ମାମଲାରେ ଜେଲ ଗଲେ ବିଲ୍‌ଡର। ଓଡିଶା ହୋମସ୍‌ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅରବିନ୍ଦ ସାନ୍ତ୍ରାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଘର ଯୋଗାଇବା ପାଇଁ ବିଭିନ୍ନ…

୬୦ ଲକ୍ଷ ଟଙ୍କା ଋଣ ଘଟଣାର ପର୍ଦ୍ଦାଫାସ୍: ବ୍ୟାଙ୍କ ଠକେଇ ଗ୍ୟାଙ୍ଗକୁ ଧରିଲା କଟକ ଲାଲବାଗ ଥାନା ପୋଲିସ୍

କଟକ (କେନ୍ଯୁଜ୍): ମାଲିକଙ୍କ ଅଜାଣତରେ ବ୍ୟାଙ୍କରେ ଜମି ବନ୍ଧା ପକାଇ ୬୦ ଲକ୍ଷ ଟଙ୍କାର ଋଣ ଘଟଣାର ପର୍ଦ୍ଦାଫାସ । ବ୍ୟାଙ୍କ ଠକେଇ ଗ୍ୟାଙ୍ଗକୁ ଧରିଛି କଟକ ଲାଲବାଗ ଥାନା ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ଲାଲବାଗ ଅଞ୍ଚଳର ମୂଳ ଜମି…

୩୧ କୋଟି ଟଙ୍କା ଠକେଇ ମାମଲା: ୨ ଜଣଙ୍କୁ ୫ ବର୍ଷ କାରାଦଣ୍ଡାଦେଶ, ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ଯୁଜ୍): ସୈନିକ ୱେଲଫେୟାର ଅର୍ଗାନାଇଜେସନର ୩୧ କୋଟି ଟଙ୍କା ଠକେଇ ମାମଲାରେ ୨ ଜଣଙ୍କୁ ୫ ବର୍ଷ କାରାଦଣ୍ଡାଦେଶ ହୋଇଛି । ସେମାନଙ୍କୁ ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି । ସୁଲଭ ଦରରେ ଘର କରାଇ ଦେବେ କହି ୫୩୨ ଜଣଙ୍କ ଠାରୁ ୩୧ କୋଟିରୁ ଅଧିକ ଠକିଥିଲେ…

ଶିଳ୍ପା ସେଟ୍ଟୀ ଓ ତାଙ୍କ ମା’ଙ୍କ ବିରୋଧରେ ଅର୍ଥ ଆତ୍ମସାତ୍‌ କରିଥିବା ଅଭିଯୋଗ, ହୋଇପାରନ୍ତି ଗିରଫ

ଶିଳ୍ପା ସେଟ୍ଟୀଙ୍କ ଚିନ୍ତା କମିବା ବଦଳରେ ବଢ଼ିବାରେ ଲାଗିଛି। ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କ ପରେ ଏବେ ତାଙ୍କ ମା’ ସୁନନ୍ଦା ସେଟ୍ଟୀଙ୍କ ବିରୋଧରେ ଆସିଛି ଠକେଇ ଅଭିଯୋଗ। ଉତ୍ତର ପ୍ରଦେଶରେ ଏକ ଠକେଇ ମାମଲାରେ ଶିଳ୍ପାଙ୍କ ମା’ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଛି। ଏକ ୱେଲ୍‌ନେସ୍‌ ସେଣ୍ଟର…

ସଲମାନ ଖାନ ଓ ଭଉଣୀ ଅଲ୍‌ବୀରାଙ୍କ ଉପରେ ଠକେଇ ଅଭିଯୋଗ ଆଣିଲେ ଚଣ୍ଡୀଗଡ଼ ବ୍ୟବସାୟୀ, ସମନ ଜାରି କଲା ପୋଲିସ; ୧୩ ଜୁଲାଇ…

ଚଣ୍ଡୀଗଡ଼ ପୋଲିସ ଏକ ଠକେଇ ମାମଲାରେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ ଓ ତାଙ୍କ ଭଉଣୀ ଅଲବୀରା ଖାନ ଅଗ୍ନିହୋତ୍ରୀଙ୍କୁ ସମନ ଜାରି କରିଛି। ସଲମାନ ଓ ତାଙ୍କ ଭଉଣୀଙ୍କ ବ୍ୟତୀତ ଅନ୍ୟ ୭ଜଣଙ୍କୁ ମଧ୍ୟ ନୋଟିସ୍‌ ପଠାଯାଇଛି, ଯାହାଙ୍କୁ ପୋଲିସ ଏ ବାବଦରେ ପଚରାଉଚରା କରିବ। ସୂଚନାଥାଉ କି, ଚଣ୍ଡୀଗଡ଼ରେ…

ଇଭେଣ୍ଟ ପାଇଁ ୨୯ ଲକ୍ଷ ଟଙ୍କା ନେଇ ଇଭେଣ୍ଟକୁ ଆସିଲେନି ଏହି ବୋଲ୍ଡ ଅଭିନେତ୍ରୀ, ଏବେ କ୍ରାଇମବ୍ରାଞ୍ଚର ମାରାଥନ…

ବଲିଉଡର ବୋଲ୍ଡ ଅଭିନେତ୍ରୀ ତଥା ବେବି ଡଲ୍ ଭାବରେ ବେଶ ପରିଚିତ ସନ୍ନି ଲିଓନ। ସେ ତାଙ୍କର ବୋଲ୍ଡ ଲୁକ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ପୁଣି ଥରେ ସନ୍ନି ଚର୍ଚ୍ଚାକୁ ଆସିଛନ୍ତି କିନ୍ତୁ ଏଥର ଏହାର ପଛର କାରଣ ଅଭିନେତ୍ରୀଙ୍କ ଉପରେ ଲାଗିଥିବା ଠକାମୀର ଅଭିଯୋଗ । ଖାସ୍ ଏହି…

ସାବଧାନ୍! କରୋନା ଭ୍ୟାକ୍ସିନ ନାଁରେ ଆରମ୍ଭ ହେଲାଣି ଠକେଇ : ରେଜିଷ୍ଟ୍ରେସନ ବାହାନାରେ ସାଇବର ଠକ ମାଗୁଛନ୍ତି ଆଧାର…

ଭୁବନେଶ୍ବର: ସାଇବର ଠକେଇର ନୂଆ ତରିକା । କରୋନା ଭ୍ୟାକ୍ସିନ ନାଁରେ ଆରମ୍ଭ ହେଲାଣି ଠକେଇ । କରୋନା ଭ୍ୟାକ୍ସିନ ପାଇଁ ରେଜିଷ୍ଟ୍ରେସନ ବାହାନାରେ ସାଇବର ଠକ ମାଗୁଛନ୍ତି ଆଧାର ନମ୍ବର, ଓଟିପି । ଏଥିପ୍ରତି ଜନସାଧାରଣଙ୍କୁ କମିଶନରେଟ ପୋଲିସ ପକ୍ଷରୁ ସତର୍କ କରିଦିଆଯାଇଛି । ସାଇବର ଠକମାନେ…

ଦିଲ୍ଲୀରେ ଠକେଇ ଭଦ୍ରକରୁ ଗିରଫ : ଦାମୀ କମ୍ପାନୀ ନାଁରେ ଫେକ୍‌ ଆଇଡି ଖୋଲି ଲୁଟୁଥିଲେ ଲକ୍ଷାଧିକ ଟଙ୍କା

ଭଦ୍ରକ: ଦିଲ୍ଲୀରେ ଠକେଇ ଭଦ୍ରକରୁ ଗିରଫ । ବିଭିନ୍ନ ଦାମୀ କମ୍ପାନୀ ନାଁରେ ଫେକ୍‌ ଆଇଡି କରି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଯାଜପୁର ବରୀ ଅଞ୍ଚଳର ରାଜେନ୍ଦ୍ର ମଲ୍ଲିକ ଗିରଫ । ଗତକାଲି ନିଜ ଶ୍ୱଶୂର ଘର ଭଦ୍ରକ ଧୂଷୁରୀ ଅଞ୍ଚଳରେ ରହିଥିଲେ । ଦିଲ୍ଲୀ ପୋଲିସ ଧୂଷୁରୀ ପୋଲିସ…

ଲୋଭ ହେଲା କାଳ ! ଆଲ୍ଲାଦ୍ଦିନଙ୍କ ମ୍ୟାଜିକ ଲ୍ୟାମ୍ପ ପାଇବା ଆଶାରେ ୭୨ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଭାରତୀୟ…

ଆଲାଦ୍ଦିନଙ୍କ ମ୍ୟାଜିକ ଲ୍ୟାମ୍ପ ପାଇବା ଆଶାରେ ନଗଦ ୭୨ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି ଜଣେ ଭାରତୀୟ ଡାକ୍ତର । ଏହି ଡାକ୍ତର ଜଣଙ୍କ ହେଉଛନ୍ତି ଡଃ ଲିକ ଖାନ । ଆଲାଦ୍ଦିନଙ୍କ ପ୍ରକୃତ ଲ୍ୟାମ୍ପ ପାଇଲେ ତାଙ୍କ ଧନସମ୍ପତ୍ତି ନିମିଷକରେ ବୃଦ୍ଧି ପାଇବା ସହ ଘରର ସମସ୍ତ ସମସ୍ୟା ଦୂର ହେବ…

ଠକେଇ ଅଭିଯୋଗରେ ପୂର୍ବତନ ଭରତୀୟ କ୍ୟାପଟେନ୍‌ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ନାଁରେ FIR! କହିଲେ, ‘ନେବି ଲିଗାଲ୍‌ ଆକ୍ସନ’

ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ସମେତ ୩ଜଣଙ୍କ ନାଁରେ ମହାରାଷ୍ଟ୍ରର ଔରଙ୍ଗାବାଦ ପୋଲିସ ମାମଲା ରୁଜୁ କରିଛି। ଏକ ଟ୍ରାଭେଲ୍‌ ଏଜେନ୍ସିକୁ ୨୦ ଲକ୍ଷ ଟଙ୍କା ଠକିଥିବା ନେଇ ସମସ୍ତଙ୍କ ନାଁରେ ଅଭିଯୋଗ ରହିଛି। ଏକ ନ୍ୟୁଜ୍‌ ଏଜେନ୍ସି ଅନୁସାରେ, ଟ୍ରାଭଲ୍‌ ଏଜେଣ୍ଟ…

ତାନ୍ତ୍ରିକ କହିଲା ଘର ତଳେ ଅଛି ଅଢ଼େଇ କ୍ୱିଣ୍ଟାଲ ସୁନା, ଖୋଲିବାରୁ ବାହାରିଲା ଏମିତି କିଛି…

ଦୁନିଆ ଯେତିକି ଆଗକୁ ଗଲେ ମଧ୍ୟ ଆଜି ବି କେତେକ ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ରହିଯାଇଛନ୍ତି। ତନ୍ତ୍ରମନ୍ତ୍ର, ଯାଦୁବିଦ୍ୟା ଆଦି ମାଧ୍ୟମରେ ସେମାନେ ଅପର୍ଯ୍ୟାପ୍ତ ଅର୍ଥ ପାଇପାରିବେ ବୋଲି ବିଶ୍ୱାସ କରୁଛନ୍ତି। ଏବେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ଲୁଧିଆନାର ଚକ୍କ…