Browsing Tag

fraud man thrashed

ଭଦ୍ରକ: ଟଙ୍କା କରଜ ନେଇ ଠକେଇ କରିବା ପଡିଲା ମହଙ୍ଗା, ଏସ୍‌ଏଚ୍‌ଜି ଗ୍ରୁପ୍‌ ମହିଳାଙ୍କ ଦ୍ୱାରା ବ୍ୟକ୍ତି ଅଟକ

ଚାନ୍ଦବାଲି : ଟଙ୍କା କରଜ ନେଇ ଠକେଇ କରିବା ପଡିଲା ମହଙ୍ଗା । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଜଣେ ବ୍ୟକ୍ତି ଟଙ୍କା କରଜ ନେଇ ବାରମ୍ବାର ଠକିଥିଲେ । ତେବେ ଦୀର୍ଘ ଦିନ ଧରି ଟଙ୍କା ନଫେରାଇବାରୁ ଗତକାଲି ରାତିରେ କରଜ ନେଇଥିବା ବ୍ୟକ୍ତିଙ୍କୁ ମହିଳାମାନେ ଏକଜୁଟ ହୋଇ ବଜାର ଉପରେ…