Browsing Tag

Fraud Saiyaan Teaser released

ଚର୍ଚ୍ଚାରେ ଫିଲ୍ମ ‘ଫ୍ରଡ୍‌ ସୟାଁ’ ଟିଜର, ଦେଖିବାକୁ ମିଳିଛି ଅର୍ସଦଙ୍କ ଦମଦାର କମେଡି

ରିଲିଜ ହୋଇ ଚର୍ଚ୍ଚାରେ ରହିଛି ଅର୍ସଦ ଓ୍ଵାର୍ସି ଷ୍ଟାରର ଫିଲ୍ମ ଫ୍ରଡ୍‌ ସୟାଁର ଟିଜର । ଏହା ଏକ କମେଡି ଫିଲ୍ମ । ଅର୍ସଦ ଅନେକ ଝିଅଙ୍କୁ ଠକିକି ବିବାହ କରୁଛନ୍ତି । ବିବାହ କରି ସେମାନଙ୍କ ଟଙ୍କାରେ ଚଳୁଛନ୍ତି । ସେ ଏଭଳି ଏକ ଯୁବକର ଚରିତ୍ରରେ ଅଭିନୟ କରୁଛନ୍ତି ଯିଏକି ରୋଜଗାର ନକରି ସ୍ତ୍ରୀ…