Browsing Tag

fredrik bruenig

ଜର୍ମାନୀ ବିଦେଶିନୀଙ୍କ ଗୋରୁ ପ୍ରେମ, ୪୦ ବର୍ଷ ଧରି ମଥୁରାରେ କରୁଛନ୍ତି ସେବା

ଜର୍ମାନୀରୁ ଭାରତ ଆସିଥିବା ଜଣେ ମହିଳା ଯିଏ ଗତ ୪୦ ବର୍ଷ ହେବ ପ୍ରମାଣିତ କରିଛନ୍ତି ଗୋରୁ ସେବା ହିଁ ମହତ ସେବା। ସେ ମଥୁରାରେ ରହି ଗାଇ ମାନଙ୍କର ସେବା କରୁଛନ୍ତି, ତାହା ମଧ୍ୟ ବିନା ସ୍ୱାର୍ଥରେ। ସେ ସେଠାରେ ଏକ ଗୋଶାଲା ଖୋଲି ପାଖାପାଖି ୧୩୦୦ ରୋଗୀଣା ଗାଇଗୋରୁଙ୍କର ସେବା କରୁଛନ୍ତି ।…