Browsing Tag

free job

ଏଭଳି ଚାକିରି ଯେଉଁଠି କେବଳ ଆରାମ କଲେ ମିଳିବ ୨୫ ଲକ୍ଷ ଟଙ୍କା ଦରମା, ଜାଣନ୍ତୁ କେଉଁଠି

ଆଜିକାଲିର ସମୟରେ ବିନା କାମରେ କିପରି ଜଣେ ମାଗଣାରେ ଦରମା ପାଇବ ତାହା କାଠିକାର ପାଠ। ତେବେ ଆମମାନଙ୍କ ଭିତରୁ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଘରେ ବସିବାକୁ ଭଲ ପାଆନ୍ତି ନାହିଁ। ସେମିତି କିଛି ଅଳସୁଆ ଲୋକ ମଧ୍ୟ ଅଛନ୍ତି ଯେଉଁମାନଙ୍କୁ କାମ ବିଲକୁଲ୍‌ ବି ପସନ୍ଦ ନୁହେଁ। କାମକୁ ନେଇ…