Browsing Tag

free treatment in medical

ଆଉ ଚଳିବନି ହସପିଟାଲ କର୍ତ୍ତୃପକ୍ଷଙ୍କ ମନମାନି, ଟଙ୍କା ନଥିଲେ ବି କରିବାକୁ ପଡିବ ଚିକିତ୍ସା

ହସପିଟାଲ ହେଉଛି ଆଶାର ସ୍ଥାନ ଏବଂ ଅନ୍ୟପଟେ ଏହା ଚିକିତ୍ସାର ମନ୍ଦିର ମଧ୍ୟ। ଅନେକ ଲୋକଙ୍କ ପାଇଁ ଏହା ଆର୍ଥିକ ବୋଝର କାରଣ ମଧ୍ୟ ହୋଇଥାଏ। କାରଣ ଯେତେବେଳେ ଆପଣଙ୍କର କୌଣସି ପ୍ରିୟ ବ୍ୟକ୍ତି ଗମ୍ଭୀର ରୂପରେ ଆହତ କିମ୍ବା କୌଣସି ରୋଗର ଶିକାର ହୋଇଥିଲେ ଆମେ ମେଡିକାଲ ଆଣିଥାଉ କିନ୍ତୁ ଆଗ ଟଙ୍କା…