Browsing Tag

free treatment of soldiers mother

ଏବେ ବି ବଞ୍ଚିଛି ମାନବିକତା, ସହିଦଙ୍କ ମା’ଙ୍କ ମାଗଣାରେ ଚିକିତ୍ସା କଲେ ଡାକ୍ତର, ଡିସଚାର୍ଜ ପରେ ଏମିତି କୃତଜ୍ଞତା…

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ବି କହିବେ ଏବେ ବି ଦୁନିଆରେ ମଣିଷପଣିଆ ବଞ୍ଚିଛି। ଏହି ଭିଡିଓରେ ଦେଶ ପାଇଁ ଜୀବନ ଦେଇଥିବା ଜଣେ ଯବାନର ମା’ଙ୍କ ମାଗଣା ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯିବା ବେଳେ ସେ ଡାକ୍ତରଙ୍କୁ କୁଣ୍ଢାଇ ଧରି ପ୍ରବଳ…