Browsing Tag

French Open Tennis Tournament

କରୋନା ପାଇଁ ସେପଟେମ୍ବରକୁ ଘୁଞ୍ଚିଲା ଫ୍ରେଞ୍ଚ୍‌ ଓପନ୍‌ ଟେନିସ ଟୁର୍ଣ୍ଣାମେଣ୍ଟ

ପ୍ୟାରିସ୍‌ : କରୋନା ଭାଇରସ ପାଇଁ ଏବେ ଲଗାତାର ବିଭିନ୍ନ କାର୍ଯ୍ୟକ୍ରମ ବା ଆୟୋଜନକୁ ବାତିଲ କିମ୍ବା ସ୍ଥଗିତ ରଖାଯାଉଛି । ତେବେ ଏହା ସହିତ ଯୋଡି ହୋଇଯାଇଛି ଫ୍ରେଞ୍ଚ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ । ରୋଲାଣ୍ଡ ଗ୍ୟାରୋରେ ଖେଳା ଯାଉଥିବା ବର୍ଷର ଦ୍ୱିତୀୟ ଗ୍ରାଣ୍ଡ ସ୍ଲାମ୍‌ ଟୁର୍ଣ୍ଣାମେଣ୍ଟକୁ…