Browsing Tag

friday

ଶୁକ୍ରବାର କରନ୍ତୁ ନାହିଁ ଏହି ଭୁଲ, ରାଗି ଯାଇ ପାରନ୍ତି ମା’ ଲକ୍ଷ୍ମୀ, ହୋଇପାରେ ସର୍ବନାଶ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏମିତି କାମ ଅଛି ଯାହାକୁ ଶୁକ୍ରବାର ଦିନ ବର୍ଜିତ କରାଯାଇଛି । ମାନ୍ୟତା ରହିଛି କି ଏହି କାମ ଶୁକ୍ରବାର ଦିନ କରିବା ଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧିତ ହୋଇପାରନ୍ତି । ଯାହାଦ୍ୱାରା ଆପଣଙ୍କୁ ଜୀବନରେ ଆର୍ଥିକ ସମସ୍ୟାର ସାମନା କରିବାକୁ ପଡିପାରେ । ହିନ୍ଦୁ…

ଧନପତି କୁବେର ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶୁକ୍ରବାର କରନ୍ତୁ ଏହି ଖାସ ଉପାୟ, ମିଳିବ ଶୁଭଫଳ

ଶୁକ୍ରବାର ଦିନକୁ ବିଶେଷ କରି ଶୁକ୍ର ଦେବଙ୍କ ସହତି ମାତା ଲକ୍ଷ୍ମୀ ଓ କୁବେର ଦେବଙ୍କୁ ସମର୍ପିତ କରାଯାଇଛି। ଏହିଦିନ ବିଧି ବିଧାନରେ ପୂଜା କରିବା ଦ୍ୱାରା ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ହୋଇଥାଏ। ଏହାସହ ଧନର ଅଭାବ ରହିନଥାଏ। ହିନ୍ଦୁ ଧର୍ମରେ ଦେବୀଦେବତାଙ୍କ ସହତି କିଛି ଖାସ ଗଛ ରହିଛି…

ଧନବାନ ହେବାକୁ ଶୁକ୍ରବାର ରାତିରେ କରନ୍ତୁ ଏହି କାମ, ଦୂର ହେବ ଆର୍ଥିକ ସଙ୍କଟ

ଶୁକ୍ରବାର ହେଉଛି ଶୁକ୍ର ଗ୍ରହଙ୍କୁ ଆରାଧନା କରିବାର ଦିନ। ଏହି ଦିନ ମା’ ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ର ମୁତାବକ, ଶୁକ୍ର ଗ୍ରହ ହେଉଛନ୍ତି ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ, ବୈଭବ, କଳା, ସଙ୍ଗୀତ, କାମ ବାସନା ଏବଂ ସମସ୍ତ ପ୍ରକାରର ସାଂସାରିକ ସୁଖର କାରକ। ଏଣୁ ମାନ୍ୟତା…

ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ ,କଦାପି ରହିବ ନାହିଁ ଧନର ଅଭାବ

ଆମେ ସମସ୍ତେ ଜାଣିଛେ ଗୁରୁବାରକୁ ମା ଲକ୍ଷ୍ମୀଙ୍କ ଦିନ ବୋଲି କୁହାଯାଇଥାଏ । କିନ୍ତୁ ଶୁକ୍ରବାର ଦିନ ବିଧି ବିଧାନ ସହ ମା ଲକ୍ଷ୍ମୀ ଙ୍କୁ ପୂଜା କରାଯାଇଥାଏ । ଏହାଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ରହିଥାଏ ତାଙ୍କ ଜୀବନରେ କଦାପି…

ଶୁକ୍ରବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୪ଟି କାମ, ରୁଷ୍ଟ ହେବେ ମହାଲକ୍ଷ୍ମୀ

ଧନ ଓ ସମ୍ପତ୍ତିର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଲକ୍ଷ୍ମୀ। ମହାଲକ୍ଷ୍ମୀଙ୍କ ପୂଜା କଲେ ଧନ ପ୍ରାପ୍ତି ହୋଇଥାଏ, ଏଥିସହ ବୈଭବ ମଧ୍ୟ ବଢ଼େ। ଯଦି ମା’ ଲକ୍ଷ୍ମୀ ରୁଷ୍ଟ ହେବେ ତେବେ ଘରକୁ ଦାରିଦ୍ର୍ୟତା ମାଡ଼ି ଆସେ। ମହାଲକ୍ଷ୍ମୀ ଥରେ ଯାହା ଉପରେ ପ୍ରସନ୍ନ ହୋଇଥାନ୍ତି, ତାଙ୍କ ଉପରେ ସୁଖ…